ଭୁବନେଶ୍ବର: କଳ୍ପନା ଛକ ଓ ବିଏମସି ସମ୍ମୁଖରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲ ଆଗରେ ଭୁବନେଶ୍ୱର ଜିଲ୍ଲା ବିଜେପିର ଧାରଣା । ମଲ ସମ୍ମୁଖରେ ବେଆଇନ ସୌନ୍ଦର୍ଯ୍ୟକରଣକୁ ବିରୋଧ କରି ଭୁବନେଶ୍ୱର ବିଜେପିର ବିରୋଧ ପ୍ରଦର୍ଶନ।
ଉତ୍କଳ ଗ୍ୟାଲେରୀଆ ମଲର ସୌନ୍ଦର୍ଯ୍ୟକରଣ ଉଚ୍ଛେଦ ଦାବିରେ ବିଜେପିର ଧାରଣା
କଳ୍ପନା ଛକ ଓ ବିଏମସି ସମ୍ମୁଖରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲ ଆଗରେ ଭୁବନେଶ୍ୱର ଜିଲ୍ଲା ବିଜେପିର ଧାରଣା । ମଲ ସମ୍ମୁଖରେ ବେଆଇନ ସୌନ୍ଦର୍ଯ୍ୟକରଣକୁ ବିରୋଧ କରି ଭୁବନେଶ୍ୱର ବିଜେପିର ବିରୋଧ ପ୍ରଦର୍ଶନ ।
ଉତ୍କଳ ଗ୍ୟାଲେରୀଆ ମଲର ସୌନ୍ଦର୍ଯ୍ୟକରଣ ଉଚ୍ଛେଦ ଦାବିରେ ବିଜେପିର ଧାରଣା
ମଲର ବେଆଇନ ସୌନ୍ଦର୍ଯ୍ୟକରଣ କୁ କାହିଁକି ଉଚ୍ଛେଦ କରାଯାଉନି ବୋଲି ପ୍ରଶ୍ନ କରିଛି ଭୁବନେଶ୍ୱର ଜିଲ୍ଲା ବିଜେପି । ଗୁରୁବାର ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ କଳ୍ପନା ଛକ ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲର ବେଆଇନ ସୌନ୍ଦର୍ଯ୍ୟକରଣକୁ ନେଇ ଭୁବନେଶ୍ୱର ସଭାପତି ବାବୁ ସିଂହ ଙ୍କ ନେତୃତ୍ୱରେ ହୋଇଥିବା ଧାରଣାରେ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ