ଓଡିଶା

odisha

By

Published : Dec 10, 2021, 7:36 PM IST

ETV Bharat / city

ପୋଲିସର ମାଡ ଘଟଣାକୁ ନିନ୍ଦା କଲା ବିଜେପି

ଗୁରୁବାର ବିଜେପି ଏବଂ ଶୁକ୍ରବାର କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ଼ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଅଧିକ ପଢନ୍ତୁ

ପୋଲିସର ମାଡ଼ ଘଟଣାକୁ ବିଜେପିର ଦୃଢ଼ ନିନ୍ଦ
ପୋଲିସର ମାଡ ଘଟଣାକୁ ନିନ୍ଦା କଲା ବିଜେପି

ଭୁବନେଶ୍ବର: ଗତକାଲି ବିଜେପି ଏବଂ ଆଜି (ଶୁକ୍ରବାର) କଂଗ୍ରେସ କର୍ମୀଙ୍କୁ ପୋଲିସର ମାଡ଼ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ବିଜେପିର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର । ଏକ ଦଳୀୟ କାର୍ଯ୍ୟାଳୟ ଭିତରେ ପଶି ପୋଲିସର ଏଭଳି ଆକ୍ରମଣାତ୍ମକ ପଦକ୍ଷେପକୁ ବିଜେଡିର ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି କହିଛି ବିଜେପି ।

ପୋଲିସର ମାଡ ଘଟଣାକୁ ନିନ୍ଦା କଲା ବିଜେପି

ସରକାରୀ ଦଳର ନୀତି ଓ ନିଷ୍ପତ୍ତି କାରଣରୁ ବିରୋଧୀ ରାଜରାସ୍ତାକୁ ଓହ୍ଲାଉଛନ୍ତି ଏବଂ ନିଜ ଅପାରଗତା ଲୁଚାଇବାକୁ ପୋଲିସର ସହାୟତା ନେଉଛି ଶାସକ ଦଳ ବୋଲି କହିଛନ୍ତି ଗୋଲକ ମହାପାତ୍ର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details