ଓଡିଶା

odisha

ଗାନ୍ଧୀ ଜୟନ୍ତୀରେ ଖଦୀ କିଣିଲେ ସମୀର, ଯୁବପିଢିଙ୍କୁ କିଣିବାକୁ କଲେ ଅପିଲ୍‌

By

Published : Oct 2, 2021, 1:31 PM IST

Updated : Oct 2, 2021, 1:53 PM IST

vocal for localକୁ ଆପଣାଇନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ଖଦୀ ବୋର୍ଡ ଯାଇ ନିଜେ ଖଦି ଜିନିଷ କିଣିଛନ୍ତି । ଅଧିକ ପଢନ୍ତୁ...

vocal for local କୁ ଆପଣାଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି
vocal for local କୁ ଆପଣାଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

ଭୁବନେଶ୍ବର: vocal for localକୁ ଆପଣାଇନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି । ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ଖଦୀ ବୋର୍ଡ ଯାଇ ନିଜେ ଖଦି ଜିନିଷ କିଣିଛନ୍ତି । ସେ କହିଛନ୍ତି ଯେ vocal for local ଜିନିଷକୁ ପ୍ରଚାର କରିବା ପାଇଁ ସାରା ଭାରତବର୍ଷ ଆଗ୍ରହ ପ୍ରକାଶ କରିଛନ୍ତି । ଆମେ ଯଦି ଖଦୀ ବସ୍ତ୍ର କିଣିବା ତାହେଲେ ପଇସା ସିଧାସଳଖ ଯାଏ ଜଣେ ଗରିବ ଲୋକ ପାଖକୁ ।

vocal for local କୁ ଆପଣାଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

ଖଦୀ ବସ୍ତ୍ରର ମୌଳିକ ଲକ୍ଷ୍ୟ ହେଲା ଗରମ ଦିନରେ ଥଣ୍ଡା ଲାଗିବ ଏବଂ ଶୀତ ଦିନେ ଗରମ ଲାଗେ । ତେବେ ନୂଆପିଢି ଏହି ଖଦୀବସ୍ତ୍ର କିଣନ୍ତୁ ଏବଂ ପିନ୍ଧନ୍ତୁ ହେଉଛି ଆଜି ଦିନ ମୁଖ୍ୟ ଉଦ୍ଦେଶ୍ୟ ବୋଲି ସମୀର ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 2, 2021, 1:53 PM IST

ABOUT THE AUTHOR

...view details