ଭୁବନେଶ୍ବର:ବିଜେପିର ଏକ ପ୍ରତିନିଧ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି କୋଭିଡ ନିୟମରେ ପରିବର୍ତ୍ତନ ପାଇଁ ଦେଲେ ଦାବିପତ୍ର । ତେବେ ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ଥିବା ନିୟମ କୋହଳ କରିବାକୁ ଦାବି । ଏପଟେ ନିର୍ବାଚନ ପାଇଁ କମିଶନ ବିଭିନ୍ନ ନିୟମରେ କିଛି କୋହଳ କରିଥିବା ବେଳେ ପୁଲିଙ୍ଗ ଏଜେଣ୍ଟ ପାଇଁ ଥିବା ନିୟମ କୋହଳ ଲାଗି ଦାବି ।
ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ନିୟମ କୋହଳ ଦାବି: ବିଜେପିର ଦାବିପତ୍ର - ପୁଲିଙ୍ଗ ଏଜେଣ୍ଟ ନିୟମ କୋହଳ ବିଜେପିର ଦାବି
ବିଜେପିର ଏକ ପ୍ରତିନିଧ ଦଳ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି କୋଭିଡ ନିୟମରେ ପରିବର୍ତ୍ତନ ପାଇଁ ଦେଲେ ଦାବିପତ୍ର । ତେବେ ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ଥିବା ନିୟମ କୋହଳ କରିବାକୁ ଦାବି । ଅଧିକ ପଢନ୍ତୁ
ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ନିୟମ କୋହଳ ଦାବି: ବିଜେପିର ଦାବିପତ୍ର
ଅନ୍ୟପଟେ ପୁଲିଙ୍ଗ ଏଜେଣ୍ଟଙ୍କ ପାଇଁ ଥିବା ଡବଲ ଡୋଜ ଓ ଆରଟିପିସିଆର ଟେଷ୍ଟିଂକୁ ବାଧ୍ୟତାମୂଳକରୁ କୋହଳ କରିବାକୁ ଦାବି କରିଛି ବିଜେପି । ସେହିପରି ସରାକାର ଦୋମୁହାଁ ନୀତି ବୋଲି ବିଜେପି ଅଭିଯୋଗ କରିଛି । ତେବେ ଅନ୍ୟ ସବୁ ନିୟମରେ କୋହଳ କରା ଯାଉଥିବା ବେଳେ ବିଜେପି ଏହାକୁ ଦୃଢ ବିରୋଧ କରିଛି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ
Last Updated : Feb 15, 2022, 5:17 PM IST