ଓଡିଶା

odisha

ETV Bharat / city

BJDର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ବିଜେଡି ରବିବାର ଘୋଷଣା କରିଛି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏଥିରେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ କରାଯାଇଛି ଘୋଷଣା ।

By

Published : Mar 31, 2019, 8:22 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର:ନିର୍ବାଚନତାରିଖ ଘୋଷଣା ହେବା ପରେ ନିଜ ନିଜ ପ୍ରସ୍ତୁତିରେ ଲାଗି ପଡିଛନ୍ତି ରାଜନୈତିକ ଦଳ । ଏପଟେ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଜରିଆରେଘୋଷଣା କରୁଛନ୍ତି ପ୍ରାର୍ଥୀଙ୍କ ନାମ । ଏହି କ୍ରମରେ ବିଜେଡି ରବିବାର ଘୋଷଣା କରିଛି ଷଷ୍ଠପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏଥିରେ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ କରାଯାଇଛି ଘୋଷଣା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଏଥର ପିପିଲି ଆସନରୁ ପ୍ରଦୀପ ମହାରଥୀ, ଆନନ୍ଦପୁରରୁ ଭାଗୀରଥି ସେଠୀ, ନିଳଗୀରିରୁ ସନ୍ତୋଷ ଖଟୁଆ, ଧାମନଗରରୁ ରାଜେନ୍ଦ୍ରର କୁମାର ଦାସ, ବାଲିକୁଦା-ଏରସମାରୁ ରଘୁନନ୍ଦନ ଦାସ, ଜଗତସିଂହପୁରରୁ ପ୍ରଶାନ୍ତ ମୁଦୁଲି, ନିମାପଡାରୁ ସମୀର ରଞ୍ଜନ ଦାସ, କାକଟପୁରରୁ ସୁରେନ୍ଦ୍ର ସେଠୀ, ନିଆଳିରୁ ପ୍ରମୋଦ ମଲ୍ଲିକଙ୍କୁ ମିଳିଛି ଟିକେଟ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ନ୍ୟୁଜ

For All Latest Updates

ABOUT THE AUTHOR

...view details