ଓଡିଶା

odisha

ETV Bharat / city

ବିଜେଡିର 8ମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା

2ଟି ଲୋକସଭା ଏବଂ 7ଟି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

By

Published : Apr 2, 2019, 6:23 PM IST

Updated : Apr 2, 2019, 7:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ବର: ବିଜେଡିର ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହୋଇଛି । ମଙ୍ଗଳବାର ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ 2ଟି ଲୋକସଭାଏବଂ 7ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

7ଟି ବିଧାନସଭା ଆସନ ପାଇଁ ବିଜେଡିପ୍ରାର୍ଥୀ-


ଭୁବନେଶ୍ବର ମଧ୍ୟ- ଅନନ୍ତ ନାରାୟଣ ଜେନା
ଭୁବନେଶ୍ୱର ଉତ୍ତର - ସୁଶାନ୍ତ ରାଉତ
ଖଣ୍ଡପଡା- ସୌମ୍ୟ ରଞ୍ଜନ ପଟ୍ଟନାୟକ
ପାଲଲହଡା- ମୁକେଶ ପାଲ
ଆଠମଲ୍ଲିକ- ରମେଶ ଚନ୍ଦ୍ର ସାଏ
ଯାଜପୁର- ପ୍ରଣବ ପ୍ରକାଶ ଦାସ
କୋରେଇ- ଅଶୋକ ବଳ


2ଟି ଲୋକସଭା ଆସନ-


କେନ୍ଦୁଝର-ଚନ୍ଦ୍ରାଣି ମୁର୍ମୁ

ଢେଙ୍କାନାଳ- ମହେଶସାହୁ

ଭୁବନେଶ୍ୱରରୁ ତପନ ଦାସ, ଇଟିଭି ଭାରତ

Last Updated : Apr 2, 2019, 7:41 PM IST

ABOUT THE AUTHOR

...view details