ଭୁବନେଶ୍ବର: ନୀଳାଦ୍ରୀବିହାରରେ ଡେଙ୍ଗୁ ଆତଙ୍କ । ଅବସରପ୍ରାପ୍ତ ପୋଲିସ ଅଧିକାରୀ ସୁଦର୍ଶନ ସେଠୀଙ୍କ ମୃତ୍ୟୁ ଘଟିଥିବା ସୂଚନା । ଗତ 31 ତାରିଖରେ ଚିକିତ୍ସା ପାଇଁ ସୁଦର୍ଶନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆଜି(ଗୁରୁବାର) ତାଙ୍କର ମୃତ୍ୟୁ ଘଟିଛି ।
ରାଜଧାନୀକୁ ଫେରିଲା ଡେଙ୍ଗୁ ଆତଙ୍କ, ନେଲା ଚଳିତ ବର୍ଷର ପ୍ରଥମ ଜୀବନ - ଡେଙ୍ଗୁରେ ନେଲା ଜୀବନ ଭୁବନେଶ୍ବର
ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ । ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ
ଭୁବନେଶ୍ବରରେ ଡେଙ୍ଗୁ ଆତଙ୍କ, ଜଣଙ୍କର ଗଲା ଜୀବନ
ସୁଦର୍ଶନଙ୍କ ମୃତ୍ୟୁ ପରେ ନୀଳାଦ୍ରୀବିହାରରେ ସ୍ଥିତି ଅନୁଧ୍ୟାନ କଲେ ମେୟର ସୁଲୋଚନା ଦାସ । ଅନ୍ୟପଟେ ବର୍ଷା ଆରମ୍ଭ ନ ହେଉଣୁ ରାଜଧାନୀରେ ଡେଙ୍ଗୁକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଡମଣା, ଶୈଳଶ୍ରୀ ବିହାର, ଶ୍ରୀବିହାର, ନୀଳାଦ୍ରୀବିହାରରେ ଡେଙ୍ଗୁ ବ୍ୟାପୁଥିବା ସୂଚନା ମିଳିଛି ।
ଇଟିଭି ଭାରତ, ଭୁବନେଶ୍ବର
Last Updated : Jun 9, 2022, 8:06 PM IST