ଭୁବନେଶ୍ବର: ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା ଭାରତୀୟ ଜନତା ପାର୍ଟି। ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶଙ୍କର ପରିଡା, ବିଜେପି ନେତ୍ରୀ ସ୍ମୃତି ପଟ୍ଟନାୟକ ପ୍ରମୁଖ ନିର୍ବାଚନ କମିଶନଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ ସ୍ବଚ୍ଛତା ଆଣିବା ପଇଁ ଏହି ଦାବିପତ୍ରରେ ଉଲ୍ଲେଖ ହୋଇଛି ।
ପଞ୍ଚାୟତ ପୋଲରେ ସ୍ବଚ୍ଛତା ପାଇଁ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା ବିଜେପି - ପଞ୍ଚାୟତ ନିର୍ବାଚନରେ ସ୍ବଚ୍ଛତା
ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହେଲା ଭାରତୀୟ ଜନତା ପାର୍ଟି । ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ ସ୍ବଚ୍ଛତା ଆଣିବା ପଇଁ ଏହି ଦାବିପତ୍ରରେ ଉଲ୍ଲେଖ ହୋଇଛି । ଅଧିକ ପଢନ୍ତୁ
ଇଲେକ୍ସନ କମିଶନଙ୍କ ଦ୍ବାରସ୍ଥ ହେଲା ବିଜେପି
ତେବେ ଏବେ ବି ରାଜ୍ୟର ବିଭିନ୍ନ ପଞ୍ଚାୟତରେ ସରପଞ୍ଚମାନେ EROଙ୍କୁ ଅଫିସ ଭିତରକୁ ଛାଡୁ ନାହାନ୍ତି। ଯାହା ଫଳରେ ଅନେକ ଭୋଟର ଲିଷ୍ଟ ଜଣା ପଡୁନାହିଁ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ
Last Updated : Nov 23, 2021, 10:58 AM IST