25ରୁ ବନ୍ଦ ହେବ ଭୁବନେଶ୍ବର ଏମ୍ସର OPD
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା 25 ରୁ ବନ୍ଦ ହେବ ଭୁବନେଶ୍ବର ଏମ୍ସର ବର୍ହି ବିଭାଗ
18:54 April 21
କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା 25 ରୁ ବନ୍ଦ ହେବ ଭୁବନେଶ୍ବର ଏମ୍ସ ବର୍ହି ବିଭାଗ
ଭୁବନେଶ୍ବର: କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା 25 ତାରିଖରୁ ବନ୍ଦ ହେବ ଭୁବନେଶ୍ବର ଏମ୍ସର ବର୍ହିଃ ବିଭାଗ (OPD)।
ସାମୟିକ ସମୟ ପାଇଁ ଓପିଡିରେ ମିଳୁଥିବା ସମ୍ପୂର୍ଣ୍ଣ ସେବା ବନ୍ଦ ରହିବ । ଡାଏଲିସ୍ସ , ରେଡିଓ ଥେରାପି , ଟ୍ରୋମା ଓ ଏମୋରଜେନ୍ସି ସେବା ବନ୍ଦ ରଖିବାକୁ ନିଷ୍ପତ୍ତି । ସୂଚନା ଦେଲେ ଏମ୍ସ କର୍ତ୍ତୁପକ୍ଷ ।
ତେବେ ଦିନ 9 ରୁ ସନ୍ଧ୍ୟା 5 ପର୍ଯ୍ୟନ୍ତ ପୂର୍ବଭଳି ଟେଲିମେଡିସିନ୍ ସେବା ଜାରି ରହିବ ।
Last Updated : Apr 21, 2021, 7:51 PM IST