ଓଡିଶା

odisha

ETV Bharat / city

ବାରଙ୍ଗ ଗଣଦୁଷ୍କର୍ମ ମାମଲା, CBI ରିମାଣ୍ଡରେ ବିବନ ବିଶ୍ବାଳ - CBI

ବାରଙ୍ଗ ଗଣଦୁଷ୍କର୍ମ ମାମଲା
ବାରଙ୍ଗ ଗଣଦୁଷ୍କର୍ମ ମାମଲା

By

Published : Mar 4, 2021, 12:39 PM IST

Updated : Mar 4, 2021, 1:01 PM IST

12:31 March 04

ବାରଙ୍ଗ ଗଣଦୁଷ୍କର୍ମ ମାମଲା, ରିମାଣ୍ଡରେ ଗଲା ବିବନ ବିଶ୍ବାଳ

ବାରଙ୍ଗ ଗଣଦୁଷ୍କର୍ମ ମାମଲା

ଭୁବନେଶ୍ବର: ବାରଙ୍ଗ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ସିବିଆଇ ରିମାଣ୍ଡରେ ନେଇଛି । ଝାରପଡା ଜେଲରୁ ଭ୍ୟାନରେ ସିବିଆଇର ସ୍ବତନ୍ତ୍ର ଟିମ୍‌ ବିବନକୁ ନେଇଛନ୍ତି । ତେବେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ତାର ସ୍ବାସ୍ଥ୍ୟ ଯାଞ୍ଚ ହେବ ବୋଲି ଜଣାପଡିଛି ।  

ସ୍ବାସ୍ଥ୍ୟ ଯାଞ୍ଚ ପରେ ବିବନକୁ ସିବିଆଇ ନେବା ସହ ଅଧିକ ପଚରାଉଚରା କରିବ । ଗତକାଲି ଟିଆଇ ପରେଡରେ ବିବନକୁ ପୀଡିତା ଚିହ୍ନଟ କରିଥିଲେ । ପରେ ବିବନକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।  

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 4, 2021, 1:01 PM IST

ABOUT THE AUTHOR

...view details