ଭୁବନେଶ୍ବର: ନବଦିନାତ୍ମକ ଯାତ୍ରା ସାରି ବୁଧବାର ବଡ ଦେଉଳକୁ ଫେରିବେ କାଳିଆ ସାଆନ୍ତ । ଏପଟେ କୋରୋନା କାଳରେ ପବିତ୍ର ବାହୁଡା ଯାତ୍ରା ଓ ସୁନାବେଶ ପାଇଁ ପୁରୀକୁ ସାଧାରଣ ପରିବହନ ବ୍ୟବସ୍ଥା ଉପରେ କଟକଣା ଲାଗୁ ହୋଇଛି । ବସ୍ ଓ ଟ୍ରେନ ଚଳାଚଳ ଉପରେ ଏହି କଟକଣା ଲାଗୁ କରାଯାଇଛି ।
ବାହୁଡା ଓ ସୁନାବେଶ ପାଇଁ ପୁରୀକୁ ଗଡିବନି ବସ ଓ ଟ୍ରେନ
ବାହୁଡା ଓ ସୁନାବେଶ ପାଇଁ ପୁରୀକୁ ଗଡିବନି ବସ୍ ଓ ଟ୍ରେନ
19:11 June 30
ଏନେଇ ମଙ୍ଗଳବାର(30 ତାରିଖ) ରାତି 9ଟାରୁ 2ତାରିଖ ରାତି 11ଟା 30 ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବା ନେଇ ନିର୍ଦ୍ଦେଶ ରହିଛି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ
Last Updated : Jun 30, 2020, 8:06 PM IST