ଓଡିଶା

odisha

ETV Bharat / city

ହାଇପ୍ରୋଫାଇଲ ଲୁଟେରା, ଏଟିଏମ ତାଡିବା ବେଳେ 5 ଗିରଫ - ATM loot attempt

ଧରାପଡିଲେ ହାଇପ୍ରୋଫାଇଲ ଏଟିଏମ ଲୁଟେରା । ଏଟିଏମ ଡାଡିବା ବେଳେ ପୋଲିସ 5 ଜଣଙ୍କୁ ଗିରଫ କରିଛି । ଅଧିକ ଖବର ପଢନ୍ତୁ...

ହାଇପ୍ରୋଫାଇଲ ଲୁଟେରା, ଏଟିଏମ ଲୁଟ୍ ବେଳେ 5 ଗିରଫ
ହାଇପ୍ରୋଫାଇଲ ଲୁଟେରା, ଏଟିଏମ ଲୁଟ୍ ବେଳେ 5 ଗିରଫ

By

Published : Nov 21, 2020, 4:23 PM IST

ଭୁବନେଶ୍ବର: ଏଟିଏମ ତାଡିବା ବେଳେ ଲୁଟ ଉଦ୍ଯମ ପଣ୍ଡ କଲା ପୋଲିସ। ଲାଇଭ ଲୁଟ ବେଳେ ମାଡି ବସିଲେ ପୋଲିସ ଅଧିକାରୀ। ଲକ୍ଷ୍ମିସାଗର ଥାନା କଟକ ରୋଡରେ ଝାରପଡା ବ୍ରିଜ ନିକଟରେ ଏଭଳି ଲୁଟ୍ ଉଦ୍ଯମ କରୁଥିଲେ।

ହାଇପ୍ରୋଫାଇଲ ଲୁଟେରା, ଏଟିଏମ ଲୁଟ୍ ବେଳେ 5 ଗିରଫ

ସୂଚନା ଅନୁସାରେ, ଇଣ୍ଡିଆନ ବ୍ଯାଙ୍କରୁ ଶାବଳ ଓ ସ୍କ୍ରୁ ଡାଇଭର ଜରିଆରେ ଲୁଟ୍ ଉଦ୍ଯମ ବେଳେ ଗିରଫ କରିଛି ପୋଲିସ। ମୋଟ ୫ ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details