ଓଡିଶା

odisha

By

Published : Nov 21, 2019, 10:56 AM IST

Updated : Nov 21, 2019, 1:31 PM IST

ETV Bharat / city

ଦିନ 3ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଦିନ ସାଢେ 11ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଗୃହରେ ବିରୋଧିଙ୍କ ହୋହୋଲ୍ଲା।

10:45 November 21

ଗୃହ ମୁଲତବୀ

ଭୁବନେଶ୍ବର: ପୁଣି ଦିନ 3ଟା ପର୍ଯ୍ୟନ୍ତ ଗୃହ ମୁଲତବୀ । ଚାଷୀ ସମସ୍ୟା ଓ ଧାନର ଅଭାବୀ ବିକ୍ରିକୁ ନେଇ ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତିଙ୍କ ପୋଡିୟମ ସମ୍ମୁଖକୁ ଆସି ଉଭୟ ବିରୋଧୀ ନାରାବାଜି କରିବା ସହ ହୋହଲ୍ଲା କରିଥିଲେ । ଏଥି ସହିତ ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢୁଥିବା ପ୍ରସଙ୍ଗକୁ ମଧ୍ୟ ଉଠାଇଥିଲେ କଂଗ୍ରେସ ବିଧାୟକ । ଫଳରେ ଗୃହ ଚାଲିପାରି ନଥିଲା । ପ୍ରଥମେ ଗୃହକୁ ଦିନ 11ଟା 30 ପର୍ଯ୍ୟନ୍ତ, ପରେ ସାଢେ 12 ପର୍ଯ୍ୟନ୍ତ ମୁଲତବୀ ରଖାଯାଇ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକରେ କୌଣସି ନିର୍ଯ୍ୟାସ ନବାହାରିବାରୁ ଶେଷରେ ଦିନ 3ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି ।

ଭୁବନେଶ୍ବରରୁ  ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Nov 21, 2019, 1:31 PM IST

ABOUT THE AUTHOR

...view details