ଓଡିଶା

odisha

ETV Bharat / city

ରାଜ୍ୟରେ 60 ବର୍ଷରୁ ଅଧିକ କୋରୋନା ଆକ୍ରାନ୍ତ ହାର 9%

ସବୁ ବର୍ଗର ଲୋକଙ୍କୁ କୋରୋନା କବଳିତ କରୁଥିବାବେଳେ ରାଜ୍ୟରେ 60 ବର୍ଷରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତଙ୍କ ହାର ରହିଛି 9 ପ୍ରତିଶତ । ଅଧିକ ପଢନ୍ତୁ...

age wise corona positive case in odisha
ଓଡିଶାରେ 60 ବର୍ଷରୁ ଅଧିକ କୋରୋନା ଆକ୍ରାନ୍ତ ହାର 9%

By

Published : Apr 12, 2020, 4:13 PM IST

ଭୁବନେଶ୍ବର: ସବୁ ବର୍ଗର ଲୋକଙ୍କୁ କୋରୋନା କବଳିତ କରୁଥିବାବେଳେ ରାଜ୍ୟରେ 60 ବର୍ଷରୁ ଉର୍ଦ୍ଧ୍ବ କୋରୋନା ଆକ୍ରାନ୍ତଙ୍କ ହାର ରହିଛି 9 ପ୍ରତିଶତ । ସେହିପରି 15ରୁ 40 ବର୍ଷ ବୟସର ଆକ୍ରାନ୍ତଙ୍କ ହାର 52 ପ୍ରତିଶତ ରହିଛି । ଯାହା ରାଜ୍ୟରେ ସବୁଠାରୁ ଅଧିକ ଆକ୍ରାନ୍ତ ବର୍ଗ ବୋଲି କୁହାଯାଉଛି ।

ଓଡିଶାରେ 60 ବର୍ଷରୁ ଅଧିକ କୋରୋନା ଆକ୍ରାନ୍ତ ହାର 9%

ଅନ୍ୟପଟେ 14 ବର୍ଷ ଯାଏ ଆକ୍ରାନ୍ତଙ୍କ ହାର 15 ପ୍ରତିଶତ ରହିଥିବାବେଳେ 41ରୁ 60 ବର୍ଷ ବୟସର ଆକ୍ରାନ୍ତଙ୍କ ହାର 24 ପ୍ରତିଶତ ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details