ଓଡିଶା

odisha

ETV Bharat / city

ଧରାପଡିଲା ରାଜଧାନୀର ଯୌନ ପିପାସୁ

ରାସ୍ତାରେ ଅସଦାଚରଣ କରି ଗିରଫ ହେଲା ଯୌନ ପିପାସୁ । ଗିରଫ କରିଛି କମିଶନରେଟ ପୋଲିସ।

By

Published : Aug 30, 2019, 11:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାସ୍ତାରେ ଅସଦାଚରଣ କରି ଗିରଫ ହେଲା ଯୌନ ପିପାସୁ । ଗିରଫ କରିଛି କମିଶନରେଟ ପୋଲିସ। ଲକ୍ଷ୍ମୀସାଗର ଅଞ୍ଚଳରେ ନାବାଳିକାଙ୍କୁ ରାସ୍ତା ଉପରେ ଅସଦାଚରଣ କରୁଥିବା ବେଳେ ଦୃଶ୍ୟ କଏଦ କରିଥିଲା ସିସିଟିଭି । ଏନେଇ ସିସିଟିଭିରେ ଧରା ପଡିବା ପରେ ପୋଲିସ ଖୋଳତାଡ କରିଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଗିରଫ ପରେ ଅଭିଯୁକ୍ତର ପରିଚୟକୁ ଗୋପନ ରଖିଛି ପୋଲିସ । ଏଥିସହ ଶନିବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଟ୍ବିଟ ଜରିଆରେ ସୂଚନା ଦେଇଛି କମିଶନରେଟ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details