ଭୁବନେଶ୍ବର: କୋଭିଡ ମୁକାବିଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଓଡିଶା ସରକାରଙ୍କ ବଡ ଘୋଷଣା । ରାଜ୍ୟ ସରକାର 750 ନୂତନ ମେଡିକାଲ ଅଫିସରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ।
ଆସନ୍ତା 7 ଦିନ ମଧ୍ୟରେ ନବ ନିଯୁକ୍ତ ଅଫିସରଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଛି ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କୋଭିଡ୍ ପାଇଁ ଉପାଦେୟ ସାବ୍ୟସ୍ତ ହେବ ହେଲି ଆଶା କରାଯାଉଛି । ତେବେ ନିଯୁକ୍ତିପତ୍ରକୁ ପାସ୍ ଭାବେ ବ୍ୟବହାର କରି କର୍ମକ୍ଷେତ୍ରକୁ ଯାଇପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ