ଓଡିଶା

odisha

କୋରୋନା ନେଲା ପୁଣି 7 ଜୀବନ, ମୋଟ ମୃତ୍ୟୁ ସଂଖ୍ୟା 538କୁ ବୃଦ୍ଧି

By

Published : Sep 5, 2020, 12:01 PM IST

Updated : Sep 5, 2020, 12:07 PM IST

ରାଜ୍ୟରେ କୋରୋନା ନେଲା ପୁଣି 7 ଜୀବନ । ମୃତକଙ୍କ ତାଲିକାରେ ଜଣେ 13 ବର୍ଷୀୟ ନାବାଳକ ରହିଛି । ଅଧିକ ପଢନ୍ତୁ...

କୋରୋନା ନେଲା ପୁଣି 7 ଜୀବନ, ମୋଟ ମୃତ୍ୟୁ ସଂଖ୍ୟା 538କୁ ବୃଦ୍ଧି
କୋରୋନା ନେଲା ପୁଣି 7 ଜୀବନ, ମୋଟ ମୃତ୍ୟୁ ସଂଖ୍ୟା 538କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ କୋରୋନା ନେଲା ପୁଣି 7 ଜୀବନ । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 538କୁ ବୃଦ୍ଧି ପାଇଛି ।

କୋରୋନା ନେଲା ପୁଣି 7 ଜୀବନ, ମୋଟ ମୃତ୍ୟୁ ସଂଖ୍ୟା 538କୁ ବୃଦ୍ଧି

ମୃତକ 7 ଜଣଙ୍କ ମଧ୍ୟରୁ ଭୁବନେଶ୍ୱରର 70 ବର୍ଷୀୟ ବୃଦ୍ଧ, ବଲାଙ୍ଗୀରର 78 ବର୍ଷୀୟ ବୃଦ୍ଧ, କଟକର 61 ବର୍ଷୀୟ ବୃଦ୍ଧ, ଗଞ୍ଜାମର 76 ବର୍ଷୀୟ ବୃଦ୍ଧ, ଖୋର୍ଦ୍ଧାର 59 ବର୍ଷର ବୃଦ୍ଧ, ମାଲକାନଗିରିର 13 ବର୍ଷର ନାବାଳକ ଏବଂ ସୁନ୍ଦରଗଡର 68 ବର୍ଷୀୟ ବୃଦ୍ଧ ଅଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Sep 5, 2020, 12:07 PM IST

ABOUT THE AUTHOR

...view details