ଓଡିଶା

odisha

Odisha Covid Recovery Report: ଆଜି ସୁସ୍ଥ ହେଲେ ୬୧୦୯ ସଂକ୍ରମିତ

By

Published : Feb 4, 2022, 10:37 PM IST

ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୧୦୯ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ୧୨ ଲକ୍ଷ ୨୮ ହଜାର ୯୬୭ କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery Report : ଆଜି ସୁସ୍ଥ ହେଲେ ୬୧୦୯ କୋରୋନା ସଂକ୍ରମିତ
Odisha Covid Recovery Report : ଆଜି ସୁସ୍ଥ ହେଲେ ୬୧୦୯ କୋରୋନା ସଂକ୍ରମିତ

ଭୁବନେଶ୍ବର :ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୧୦୯ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ୧୨ ଲକ୍ଷ ୨୮ ହଜାର ୯୬୭ କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୧୫୯୬ ଜଣ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଥିବା ବେଳେ ସୋନପୁରରୁ ୫୩୭ ଓ କଟକରୁ ୪୭୬ ଜଣ ସୁସ୍ଥ ହୋଇଛନ୍ତି । ନୂଆପଡାରୁ ୩୫୦, ବାଲେଶ୍ବରରୁ ୨୦୩, ମୟୂରଭଞ୍ଜରୁ ୨୭୮, ଗଜପତିରୁ ୧୬୯, କଳାହାଣ୍ତିରୁ ୧୬୧, ସୁନ୍ଦରଗଡରୁ ୧୫୬ ଓ ଯାଜପୁରରୁ ୧୫୧ ଆରୋଗ୍ୟ ଲାଭ କରିଛନ୍ତି । ନବରଙ୍ଗପୁରରୁ ୧୪୯, ସମ୍ବଲପୁରରୁ ୧୪୯, ପୁରୀରୁ ୧୨୬, କୋରାପୁଟରୁ ୧୨୬, କୋରାପୁଟରୁ ୧୨୨, ନୟାଗଡରୁ ୧୨୦, ଅନୁଗୋଳରୁ ୧୦୪ ଓ ଭଦ୍ରକରୁ ୧୦୧ ଆରୋଗ୍ୟ ଲାଭ କରିଛନ୍ତି ।

ରାୟଗଡାରୁ ୯୬ ,ବଲାଙ୍ଗୀରରୁ ୯୫,ଜଗତସିଂହପୁରରୁ ୯୫, କନ୍ଧମାଳରୁ ୯୪, ବରଗଡରୁ ୮୫, କେନ୍ଦୁଝରରୁ ୮୩, କେନ୍ଦ୍ରାପଡାରୁ ୭୦ ଓ ଢେଙ୍କାନାଳରୁ ୫୬ କୋରୋନାକୁ ମାତ ଦେଇଛନ୍ତି । ସେହିପରି ଗଞ୍ଜାମରୁ ୫୬, ଦେଓଗଡରୁ ୫୧, ଝାରସୁଗୁଡାରୁ ୪୭ ଓ ମାଲକାନଗିରିରୁ ୧୩ ଆରୋଗ୍ୟ ହୋଇଛନ୍ତି । ଷ୍ଟେଟ ପୁଲ ସଂଖ୍ୟା ରହିଛି ୪୨୦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details