ଓଡିଶା

odisha

ETV Bharat / city

ରାଜ୍ୟ କୋରୋନାରେ ଆରୋଗ୍ୟ ହେଲେ 3834 ଆକ୍ରାନ୍ତ

ଗୋଟିଏ ଦିନରେ ରାଜ୍ୟରେ 3834 ଜଣ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ । ରାଜ୍ୟରେ ସୁସ୍ଥ ସଂଖ୍ୟା ଏକ ଲକ୍ଷ ସୁସ୍ଥ ପାର ହୋଇଥିବା ବେଳେ ଆଜି 30ଟି ଜିଲ୍ଲାରେ ଆରୋଗ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 3834 ଆକ୍ରାନ୍ତ
ରାଜ୍ୟରେ କୋରୋନାରେ ଆରୋଗ୍ୟ ହେଲେ 3834 ଆକ୍ରାନ୍ତ

By

Published : Sep 22, 2020, 9:05 PM IST

ଭୁବନେଶ୍ବର: ଗୋଟିଏ ଦିନରେ ରାଜ୍ୟରେ 3834 ଜଣ ଆରୋଗ୍ୟ ହୋଇଛନ୍ତି । ଏପଟେ ରାଜ୍ୟରେ ସର୍ବାଧିକ ସୁସ୍ଥ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲାରେ । ରାଜ୍ୟରେ ସୁସ୍ଥ ସଂଖ୍ୟା ଏକ ଲକ୍ଷ ସୁସ୍ଥ ପାର ହୋଇଥିବା ବେଳେ ଆଜି 30ଟି ଜିଲ୍ଲାରେ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ତେବେ ଖୋର୍ଦ୍ଧାରେ ସର୍ବାଧିକ 525 ଜଣ ଆରୋଗ୍ୟ ହୋଇଥିବାବେଳେ କଟକରେ 389, ପୁରୀରେ 274, ଅନୁଗୁଳ ରେ 210, ବରଗଡରେ 190, ବାଲେଶ୍ୱରରେ 185, ବଲାଙ୍ଗୀରରେ 183 ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି କେନ୍ଦ୍ରାପଡାରେ 156, କଳାହାଣ୍ଡିରେ 150, ସମ୍ବଲପୁରରେ 138, ଜଗତସିଂହପୁରରେ 123, ମୟୁରଭଞ୍ଜରେ 122, ଯାଜପୁରରେ 118, କନ୍ଧମାଳରେ 110, ସୁନ୍ଦରଗଡରେ 110, ନବରଙ୍ଗପୁରରେ 97, ସୋନପୁରରେ 93, ନୂଆପଡାରେ 9, କୋରାପୁଟରେ 74, ଝାରସୁଗୁଡାରେ 70, କେନ୍ଦୁଝରରେ 55, ନୟାଗଡରେ 55, ଭଦ୍ରକରେ 53, ବୌଦ୍ଧରେ 41, ମାଲକାନଗିରିରେ 27, ରାୟଗଡାରେ 22, ଦେଓଗଡରେ 20, ଢେଙ୍କାନାଳରେ 17, ଗଂଜାମରେ 17, ଗଜପତିରେ 13, ଷ୍ଟେଟ ପୋଲ 106 ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ମୋଟ ଆରୋଗ୍ୟ ହୋଇଛନ୍ତି 153213 ଜଣ ।



ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details