ଓଡିଶା

odisha

ETV Bharat / city

ଡିଜି ପାହ୍ୟାକୁ ପଦୋନ୍ନତି ହେଲେ 3 ଆଇପିଏସ

ଡିଜି ପାହ୍ୟାକୁ ପଦୋନ୍ନତି ହେଲେ ତିନି ଆଇପିଏସ ଅଫିସର । କେନ୍ଦ୍ରୀୟ ଡେପୁଟେସନରେ ଥିବା 1987 ବ୍ୟାଚର ସୁରେନ୍ଦ୍ର ପନୱାରଙ୍କୁ ପର୍ଫମା ପଦୋନ୍ନତି ମିଳିଛି । ତେବେ ସୁରେନ୍ଦ୍ର ପନୱାର ଯେହେତୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ନିୟମ ୧୬ ପେ ମାଟ୍ରିକ୍ସରେ ପର୍ଫମା ପ୍ରମୋସନ ଦିଆଯିବ ।

By

Published : Aug 31, 2019, 3:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଡିଜି ପାହ୍ୟାକୁ ପଦୋନ୍ନତି ହେଲେ ତିନି ଆଇପିଏସ ଅଫିସର । ଦୁଇ ଜଣ ଅତିରିକ୍ତ ଡିଜି ତଥା ୧୯୮୮ ବ୍ୟାଚର ଦୁଇ ଆଇପିଏସ ସତ୍ୟଜିତ ମହାନ୍ତି ଓ ମନୋଜ ଛାବ୍ରାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି।

ସୂଚନାନୁଯାୟୀ, କେନ୍ଦ୍ରୀୟ ଡେପୁଟେସନରେ ଥିବା 1987 ବ୍ୟାଚର ସୁରେନ୍ଦ୍ର ପନୱାରଙ୍କୁ ପର୍ଫମା ପଦୋନ୍ନତି ମିଳିଛି । ତେବେ ସତ୍ୟଜିତ ମହାନ୍ତି ଓ ମନୋଜ ଛାବ୍ରାଙ୍କ ପୋଷ୍ଟିଂ ପାଇଁ ଗୃହ ବିଭାଗ ନିଷ୍ପତ୍ତି ନେବେ । ତେବେ ସୁରେନ୍ଦ୍ର ପନୱାର ଯେହେତୁ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ନିୟମ ୧୬ ପେ ମାଟ୍ରିକ୍ସରେ ପର୍ଫମା ପ୍ରମୋସନ ଦିଆଯିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details