ଭୁବନେଶ୍ବର: ନାଟ୍ୟସଂସ୍ଥା ‘ଉତ୍ତର ପୁରୁଷ’ ପକ୍ଷରୁ ତିନି ଦିନିଆ ନାଟକ ପରିକ୍ରମା ଅନୁଷ୍ଠିତ ହେବ । ଆସନ୍ତାକାଲି(ଶନିବାର) ଠାରୁ ନାଟକ ପରିକ୍ରମା ୨୦୧୨ ଆରମ୍ଭ ହେବାକୁ ଥିବା ବେଳେ ୩ ଦିନରେ ୩ଟି ନାଟକ ପରିବେଷଣ ହେବ । ଏନେଇ ସଂସ୍ଥା ପକ୍ଷରୁ ଉତ୍କଳ କରାଟେ ସ୍କୁଲରେ ଅୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
୩ ଦିନ ନାଟକର ମଜା ନେବେ ରାଜଧାନୀବାସୀ
ନାଟ୍ୟସଂସ୍ଥା ‘ଉତ୍ତର ପୁରୁଷ’ ପକ୍ଷରୁ ତିନି ଦିନିଆ ନାଟକ ପରିକ୍ରମା ଅନୁଷ୍ଠିତ ହେବ । ପ୍ରଥମ ଦିନରେ ହିନ୍ଦୀରୁ ଅନୁବାଦ ନାଟକ ସବୁଠୁ ଉଦାସ କବି, ଦ୍ୱିତୀୟ ଦିନରେ ତୁଳନାତ୍ମକ କାହାଣୀ ପ୍ରବନ୍ଧ ଓ ତୃତୀୟ ଦିନରେ କରୋନା କାଳରେ ମାନବବାଦୀର କଥା ବଖାଣୁଥିବା ନାଟକ ପରିବେଷଣ ହେବ । ଅଧିକ ପଢନ୍ତୁ
ଆସନ୍ତା କାଲିଠାରୁ ନାଟ୍ୟସଂସ୍ଥା ଉତ୍ତର ପୁରୁଷ ପକ୍ଷରୁ ତିନି ଦିନିଆ ନାଟକ ପରିକ୍ରମା
ପ୍ରଥମ ଦିନରେ ହିନ୍ଦୀରୁ ଅନୁବାଦ ନାଟକ ସବୁଠୁ ଉଦାସ କବି, ଦ୍ୱିତୀୟ ଦିନରେ ତୁଳନାତ୍ମକ କାହାଣୀ ପ୍ରବନ୍ଧ ଓ ତୃତୀୟ ଦିନରେ କରୋନା କାଳରେ ମାନବବାଦିର କଥା ବଖାଣୁଥିବା ନାଟକ ପରିବେଷଣ ହେବ । କରୋନା କଟକଣା ଭିତରେ ରବୀନ୍ଦ୍ର ମଣ୍ଡପ ଠାରେ ଏହି ନାଟକ ଗୁଡିକ ପରିବେଷଣ କରାଯିବ ବୋଲି କହିଛି ସଂସ୍ଥା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ