ଭୁବନେଶ୍ବର:ଆସିଲା ଦୈନିକ ସୁସ୍ଥ ରିପୋର୍ଟ (Odisha Covid Recovery Report) । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୨୨ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୬୦୯କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ସର୍ବାଧିକ ୧୧୩ ଆକ୍ରାନ୍ତ । ଖୋର୍ଦ୍ଧା ପରେ କଟକରୁ ୧୫ ଆକ୍ରାନ୍ତ କୋରୋନା ମୁକ୍ତ ହୋଇଛନ୍ତି ।
Odisha Covid Recovery Report: ସୁସ୍ଥ ହେଲେ ଆଉ ୨୨୨ ସଂକ୍ରମିତ
ଆସିଲା ଦୈନିକ ସୁସ୍ଥ ରିପୋର୍ଟ । ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୨୨ କୋଭିଡ ସଂକ୍ରମିତ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୭ ହଜାର ୬୦୯କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ
Odisha Covid 19 Recovery Rate Today: ସୁସ୍ଥ ହେଲେ ଆଉ ୨୨୨ କୋଭିଡ ସଂକ୍ରମିତ
ମୟୂରଭଞ୍ଜରୁ ୧୧, ସୁନ୍ଦରଗଡରୁ ୧୧, ଜଗତସିଂହପୁରୁ ୮, ଯାଜପୁରରୁ ୮, ସମ୍ବଲପୁରରୁ ୭, ଭଦ୍ରକରୁ ୪, କେନ୍ଦ୍ରାପଡାରୁ ୪, ବାଲେଶ୍ବରରୁ ୩, କଳାହାଣ୍ତିରୁ ୩ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଗଜପତିରୁ ୨, ବରଗଡରୁ ୧, ଗଞ୍ଜାମରୁ୧, ଝାରସୁଗୁଡାରୁ୧, କୋରାପୁଟରୁ ୧, ନୟାଗଡରୁ ୧ ଓ ନୂଆପଡାରୁ ଜଣେ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ଷ୍ଟେଟପୋଲ ସଂଖ୍ଯା ୨୭ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ