ଭୁବନେଶ୍ବର: ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ 212 କୋରୋନା ଆକ୍ରାନ୍ତ । ରାଜ୍ୟରେ କୋରୋନା ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଇ 3 ଲକ୍ଷ 30 ହଜାର 57ରେ ପହଞ୍ଚିଲା । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରୁ ସୁସ୍ଥ ହେଲେ 212 କୋରୋନା ଆକ୍ରାନ୍ତ
ଶୁକ୍ରବାର ରାଜ୍ୟରୁ ସୁସ୍ଥ ହେଲେ 212 କୋରୋନା ଆକ୍ରାନ୍ତ । ରାଜ୍ୟରେ କୋରୋନା ଆରୋଗ୍ୟ ସଂଖ୍ୟା ବୃଦ୍ଧି ପାଇ 3 ଲକ୍ଷ 30 ହଜାର 57ରେ ପହଞ୍ଚିଲା । ଅଧିକ ପଢନ୍ତୁ...
ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସୁସ୍ଥ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ହେଲେ ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ 37,ଝାରସୁଗୁଡାରୁ 22 ଅନୁଗୋଳରୁ 18 ସମ୍ବଲପୁରରୁ 16 ପୁରୀରୁ 15 କଟକରୁ 14 ଖୋର୍ଦ୍ଧା 12 ବାଲେଶ୍ବର, ଯାଜପୁର ଓ ନୂଆପଡାରୁ 9 ଜଣ ଲେଖାଏଁ, ବରଗଡ,ବଲାଙ୍ଗୀର ଓ ନୟାଗଡରୁ 8 ଜଣ ଲେଖାଏଁ, ମୟୂରଭଞ୍ଜରୁ 5, ବୌଦ୍ଧ ଓ କେନ୍ଦୁଝରରୁ 3 ଜଣ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।
ଭଦ୍ରକ,ଗଜପତି,ଢେଙ୍କାନାଳ,ଗଞ୍ଜାମ,କେନ୍ଦ୍ରାପଡାରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଥିବାବେଳେ ସେହିପରି ଜଗତସିଂହପୁର, କଳାହାଣ୍ଡି, କୋରାପୁଟ, ସୋନପୁରରୁ 1 ଲେଖାଏଁ ସୁସ୍ଥ ହୋଇଛନ୍ତି । ସେହିପରି ଷ୍ଟେଟ ପୁଲରୁ 2 ଜଣ ସୁସ୍ଥ ଲାଭ କରିଛନ୍ତି ।