ଓଡିଶା

odisha

ETV Bharat / city

2022-23 ଶିକ୍ଷା ବର୍ଷରେ ନାମଲେଖା ନେଇ ହଟିଲା କଟକଣା

2022-23 ଶିକ୍ଷା ବର୍ଷରେ ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗର କଟକଣା ହଟିଲା । କୋଭିଡ 19 ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାମ ଲେଖା ପାଇଁ କଟକଣା ହଟାଇଛନ୍ତି । ଅଧିକ ପଢନ୍ତୁ

2022-23 academic year enrollment restrictions removed by the Higher Education Department
2022- 23 ଶିକ୍ଷା ବର୍ଷରେ ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗର ହଟିଲା କଟକଣା

By

Published : Aug 20, 2022, 9:53 AM IST

ଭୁବନେଶ୍ବର: 2022-23 ଶିକ୍ଷା ବର୍ଷରେ ନାମଲେଖା ନେଇ ଉଚ୍ଚ ଶିକ୍ଷା ବିଭାଗର କଟକଣା ହଟିଛି । କୋଭିଡ 19 ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ଆର୍ଥିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାମ ଲେଖା ପାଇଁ କଟକଣା ହଟାଇଛନ୍ତି । ଏହା ଫଳରେ ଉକ୍ତ ବେସରକାରୀ ମହାବିଦ୍ୟାଳୟ ଶିକ୍ଷା ଅନୁଷ୍ଠାନ ଗୁଡିକ ଚଳିତ ଶିକ୍ଷା ବର୍ଷ ଲାଗି ନାମଲେଖା ଅନଲାଇନରେ ଆବେଦନ ପତ୍ର ଗ୍ରହଣ କରିପାରିବେ । ଏନେଇ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ABOUT THE AUTHOR

...view details