ଓଡିଶା

odisha

ETV Bharat / city

ରାଜ୍ୟରେ ଗୋଟିଏ ଦିନରେ 1641 ସୁସ୍ଥ, 48 ହଜାର ଟପିଲା ସୁସ୍ଥ ସଂଖ୍ୟା - 48 ହଜାର ଟପିଲା ସୁସ୍ଥ ସଂଖ୍ୟା

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 1641 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା 48 ହଜାର ଟପିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ...

ରାଜ୍ୟରେ ଗୋଟିଏ ଦିନରେ 1641 ସୁସ୍ଥ, 48 ହଜାର ଟପିଲା ସୁସ୍ଥ ସଂଖ୍ୟା
ରାଜ୍ୟରେ ଗୋଟିଏ ଦିନରେ 1641 ସୁସ୍ଥ, 48 ହଜାର ଟପିଲା ସୁସ୍ଥ ସଂଖ୍ୟା

By

Published : Aug 20, 2020, 8:25 PM IST

ଭୁବନେଶ୍ବର: ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ 1641 କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା 48 ହଜାର ଟପିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ରାଜ୍ୟ ସ୍ବାସ୍ଥ୍ୟବିଭାଗ ସୂଚନା ଅନୁସାରେ, ଗୁରୁବାର 29ଟି ଜିଲ୍ଲାର ମୋଟ 1641 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହା ଦ୍ବାରା ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 48576ରେ ପହଞ୍ଚିଛି ।

ତେବେ ଗଞ୍ଜାମରେ 365 ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରେ 357, ସୁନ୍ଦରଗଡରେ 91, ଯାଜପୁରରେ 86, ଗଜପତିରେ 65, କଟକରେ 63, କୋରାପୁଟରେ 63, ମୟୂରଭଞ୍ଜରେ 60, କନ୍ଧମାଳରେ 50, ରାୟଗଡାରେ 42, ନୟାଗଡରେ 41, ମାଲକାନଗିରିରେ 39, ବଲାଙ୍ଗୀରରେ 35 ଓ ଜଗତସିଂହପୁରରେ 33, ବାଲେଶ୍ୱରରେ 31, କେନ୍ଦୁଝରରେ 29, ବରଗଡରେ 25, ଭଦ୍ରକରେ 24, ଝାରସୁଗୁଡ଼ା ଓ ପୁରୀରେ 21, ସମ୍ବଲପୁରରେ 20, କଳାହାଣ୍ଡି ଓ କେନ୍ଦ୍ରାପଡାରେ 16, ନବରଙ୍ଗପୁରରେ 11, ଦେଓଗଡରେ 2 ଓ ଅନୁଗୁଳ ଓ ବୌଦ୍ଧରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details