ଓଡିଶା

odisha

ETV Bharat / city

Odisha Covid Recovery : ଆଜି ଆରୋଗ୍ୟ ହେଲେ 10078 କୋରୋନା ସଂକ୍ରମିତ

କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ ୧୦୦୭୮ ଆକ୍ରାନ୍ତ । ବୁଧବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ 3୦ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ ୧୦୦୭୮ ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୫୨୨୩୯କୁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ

Odisha Covid Recovery : ଆଜି ଆରୋଗ୍ୟ ହେଲେ 10078 କୋରୋନା ସଂକ୍ରମିତ
Odisha Covid Recovery : ଆଜି ଆରୋଗ୍ୟ ହେଲେ 10078 କୋରୋନା ସଂକ୍ରମିତ

By

Published : Jan 26, 2022, 8:51 PM IST

ଭୁବନେଶ୍ବର :କୋରୋନାକୁ ମାତ ଦେଇ ସୁସ୍ଥ ହେଲେ ଆଉ ୧୦୦୭୮ ଆକ୍ରାନ୍ତ । ବୁଧବାର କୋରୋନା ପଞ୍ଝାରୁ ମୁକ୍ତ ହେଲେ 3୦ ଜିଲ୍ଲା ଏବଂ ଷ୍ଟେଟ୍ ପୁଲରୁ ୧୦୦୭୮ ରୋଗୀ । ନୂଆ ସୁସ୍ଥଙ୍କୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୫୨୨୩୯କୁ ବୃଦ୍ଧି ହୋଇଛି ।

ଖୋର୍ଦ୍ଧାରୁ ୨୮୭୩, ସୁନ୍ଦରଗଡରୁ ୧୫୦୨, କଟକରୁ ୯୪୧, ବାଲେଶ୍ବରରୁ ୩୦୫, ରାୟଗଡାରୁ ୨୯୯ ଆରୋଗ୍ୟ ଲାଭ କରିଛନ୍ତି । ବଲାଙ୍ଗୀରରୁ ୨୮୭, ସମ୍ବଲପୁରରୁ ୨୪୭, ବୌଦ୍ଧରୁ ୨୯୯, ଯାଜପୁରରୁ ୧୯୫, କୋରାପୁଟରୁ ୧୯୫ ଓ ପୁରୀରୁ ୧୮୮, ଜଗତସିଂହପୁରରୁ ୧୮୨, କଳାହାଣ୍ତିରୁ ୧୭୨ ଓ ମୟୂରଭଞ୍ଜରୁ ୧୬୫ ଆରୋଗ୍ୟ ଲାଭ କରିଛନ୍ତି ।

ସୋନପୁରରୁ ୧୬୫, ନବରଙ୍ଗପୁରରୁ ୧୫୮, ନୟାଗଡରୁ ୧୫୪, ଅନୁଗୋଳରୁ ୧୩୮, ବରଗଡରୁ ୧୨୩, ଭଦ୍ରକରୁ ୧୧୭, ଝାରସୁଗୁଡାରୁ ୧୧୩ ଓ କେନ୍ଦ୍ରାପଡାରୁ ୯୯ ସୁସ୍ଥ ହୋଇଛନ୍ତି । ଗଜପତିରୁ ୯୫, କନ୍ଧମାଳରୁ ୯୫, ଗଞ୍ଜାମରୁ ୮୯, ଦେଓଗଡରୁ ୭୭, ମାଲକାନଗିରିରୁ ୫୯, ଢେଙ୍କାନାଳରୁ ୫୩, ନୂଆପଡାରୁ ୫୧ ଓ କେନ୍ଦୁଝରରୁ ୫ ଜଣ ସୁସ୍ଥ ହୋଇଛନ୍ତି । ଷ୍ଟେଟପୁଲ ସଂଖ୍ୟା ରହିଛି ୭୦୭ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details