ଓଡିଶା

odisha

ETV Bharat / city

୧୦ କୋଟିର GST ଠକେଇ ଅଭିଯୋଗ; ଆଇରନ ସ୍କ୍ରାପ ବ୍ୟବସାୟୀ ଅଟକ - ଆଇରନ ସ୍କ୍ରାପ ବ୍ୟବସାୟୀ ସ୍ମୃତିରଜନ ସାହୁ

୧୦ କୋଟି ଜିଏସଟି ଠକେଇ ଅଭିଯୋଗ । ଆଇରନ ସ୍କ୍ରାପ ବ୍ୟବସାୟୀ ସ୍ମୃତିରଜନ ସାହୁ ଅଟକ । ଜବତ ହୋଇଛି ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ଅଧିକ ପଢନ୍ତୁ...

100 crore GST fraud allegations; Iron scrap trader Smriti Rajan Sahu has been  detain
୧୦କୋଟି ଜିଏସଟି ଠକେଇ ଅଭିଯୋଗ; ଆଇରନ ସ୍କ୍ରାପ ବ୍ୟବସାୟୀ ସ୍ମୃତିରଜନ ସାହୁ ଅଟକ

By

Published : Jun 28, 2021, 12:33 PM IST

Updated : Jun 28, 2021, 1:22 PM IST

ଭୁବନେଶ୍ବର:୧୦ କୋଟି ଜିଏସଟି ଠକେଇ ଅଭିଯୋଗ । ଏହି ଘଟଣାରେ ଆଇରନ ସ୍କ୍ରାପ ବ୍ୟବସାୟୀ ସ୍ମୃତିରଜନ ସାହୁକୁ ଅଟକ ରଖାଯାଇଛି । ଯାହାକୁ ନେଇ ଷ୍ଟେଟ ଜିଏସଟିର ବଡଧରଣର ଚଢାଉ ହୋଇଛି ।

୧୦କୋଟି ଜିଏସଟି ଠକେଇ ଅଭିଯୋଗ; ଆଇରନ ସ୍କ୍ରାପ ବ୍ୟବସାୟୀ ସ୍ମୃତିରଜନ ସାହୁ ଅଟକ

ଅଭିଯୁକ୍ତକୁ ବିଜେବି ନଗର ସ୍ଥିତ ଘରୁ ଗିରଫ କରାଯାଇ ଅନେକ କାଗଜପତ୍ର ଜବତ କରାଯାଇଛି । ରିକ୍ସା ଚାଳକ ଏବଂ ଛାତ୍ରଙ୍କ ନାମରେ ବେନାମୀ ଫର୍ମ କରି ସେ ଠକୁଥିଲା ଜିଏସଟି । ବାର୍ଷିକ ୪୦କୋଟି ଟଙ୍କାର ନେଣଦେଣ କାରବାର ହେଉଥିବା ଜଣାପଡ଼ିଛି । ଯାହାର ସୁରାକ ପାଇ ସିଟି ଜିଏସଟି ତାକୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ ମୋଟ ୧୦୫ କୋଟିର ଟ୍ରାନଜାକ୍ସନ ହୋଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jun 28, 2021, 1:22 PM IST

ABOUT THE AUTHOR

...view details