ଓଡିଶା

odisha

ETV Bharat / city

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସତ୍ୟାଗ୍ରହ

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ବ୍ରହ୍ମପୁରରେ ଆରମ୍ଭ ହୋଇଛି ସତ୍ୟାଗ୍ରହ । ଅଧିକ ପଢନ୍ତୁ...

By

Published : Feb 26, 2020, 7:30 PM IST

aa
ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସତ୍ୟାଗ୍ରହ

ବ୍ରହ୍ମପୁର: ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବ୍ରହ୍ମପୁରରେ ଆରମ୍ଭ ହୋଇଛି ସତ୍ୟାଗ୍ରହ । ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁରରେ ହାଇକୋର୍ଟ ବେଞ୍ଚ ଦାବି କରି ଦୀର୍ଘ ବର୍ଷ ଧରି ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ପ୍ରତ୍ୟେକ ମାସର ଶେଷ ଚାରିଦିନ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇ ଆସୁଅଛି।

ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ସତ୍ୟାଗ୍ରହ

ହେଲେ ଏହି ଆନ୍ଦୋଳନକୁ ବର୍ତ୍ତମାନ ଦକ୍ଷିଣ ଓଡ଼ିଶାବାସୀଙ୍କ ଦାବିକୁ ନେଇ ସତ୍ୟାଗ୍ରହ କରାଯାଉଛି । ରାଜ୍ୟ ସରକାର ଆନ୍ତରିକତା ଅଭାବ କାରଣରୁ ଏପରି ହେଉଥିବା ବେଳେ ଏହି ଆନ୍ଦୋଳନ ଚାଲିଛି ଏବଂ ଚାଲିବ ବୋଲି କହିଛନ୍ତି ବରିଷ୍ଠ ଆଇନଜୀବୀ । ଏପରିକି ଆନ୍ଦୋଳନର ଭିନ୍ନ ତରିକା ଆପଣେଇବେ ବୋଲି କୁହାଯାଇଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details