ଓଡିଶା

odisha

ETV Bharat / city

ବାଲୁକା କଳାରେ 'ଜନତା କର୍ଫ୍ୟୁ' ବାର୍ତ୍ତା ଦେଲେ ସତ୍ୟ ମହାରଣା

ବାଲୁକା କଳା ମାଧ୍ୟମରେ ଜନତା କର୍ଫ୍ୟୁ ବାର୍ତ୍ତା ଦେଲେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା । ସତ୍ୟଙ୍କ ଏଭଳି କଳାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ତାଙ୍କ ସହ ଇଟିଭି ଭାରତ ସମ୍ବାଦଦାତା ଏ ସମ୍ପର୍କରେ ଅଧିକ ଆଲୋଚନା କରିଥିଲେ ।

Satya Maharana conveyed the message of 'Janata Curfew' through sand art
ବାଲୁକା କଳାରେ 'ଜନତା କର୍ଫ୍ୟୁ' ବାର୍ତ୍ତା ଦେଲେ ସତ୍ୟ ମହାରଣା

By

Published : Mar 21, 2020, 9:37 PM IST

ବ୍ରହ୍ମପୁର: ବାଲୁକା କଳା ମାଧ୍ୟମରେ ଜନତା କର୍ଫ୍ୟୁ ବାର୍ତ୍ତା ଦେଲେ ବ୍ରହ୍ମପୁରର ବାଲୁକା ଶିଳ୍ପୀ ସତ୍ୟ ମହାରଣା । କରୋନା ମୁକାବିଲା ପାଇଁ ରବିବାର ଦିନ ସକାଳ 7ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି କର୍ଫ୍ୟୁରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅପିଲ କରିଛନ୍ତି । ଯାହାକୁ ରାଜ୍ୟ ସରକାର ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି ।

ବାଲୁକା କଳାରେ 'ଜନତା କର୍ଫ୍ୟୁ' ବାର୍ତ୍ତା ଦେଲେ ସତ୍ୟ ମହାରଣା

ସେପଟେ ସତ୍ୟଙ୍କ ଏଭଳି କଳାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ ତାଙ୍କ ସହ ଇଟିଭି ଭାରତ ସମ୍ବାଦଦାତା ଏ ସମ୍ପର୍କରେ ଅଧିକ ଆଲୋଚନା କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details