ଓଡିଶା

odisha

ETV Bharat / city

ପୋଲିଂ ଅଧିକାରୀଙ୍କ ଅନୁଭୂତି, ଜାଣନ୍ତୁ ମତଦାନ ଆରମ୍ଭରୁ ଷ୍ଟଙ୍ଗ୍ ରୁମ୍‌କୁ ଫେରିବାର କାହାଣୀ

ଭଞ୍ଜନଗର ବିଧାନସଭା ଆସନକୁ ଛାଡିଦେଲେ ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀରେ  ସକାଳ ୭ ଘଣ୍ଟା ଠାରୁ ଆରମ୍ଭ ହୋଇଥିବା ମତଦାନ ସଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା। ଏହାପରେ ମତଦାନ ଶେଷ କରି ଇଭିଏମ୍‌ ଠାରୁ ଆରମ୍ କରି ଭିଭିପାର୍ଟ ଏବଂ ଅନ୍ୟାନ୍ୟ ସମସ୍ତ ସାମଗ୍ରୀକୁ ନେଇ ନିଜର ନିର୍ଦ୍ଧାରିତ ଷ୍ଟଙ୍ଗ ରୁମ୍‌କୁ ଫେରିଛନ୍ତି ପୋଲିଂ କର୍ମଚାରୀ।

By

Published : Apr 19, 2019, 9:48 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କା ଭାଁ ଗଣ୍ଡଗୋଳ ଏବଂ ଇଭିଏମ୍‌ରେ ସାମାନ୍ୟ ତ୍ରୁଟିକୁ ଛାଡି ଦେଲେ ଜିଲ୍ଲାର ଆସିକା ଲୋକସଭା ସମେତ ଆଠ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଶାନ୍ତିପୂର୍ଣ୍ଣ ଭାବରେ ଶେଷ ହୋଇଛି ମତଦାନ। ଜିଲ୍ଲାର ଭଞ୍ଜନଗର ବିଧାନସଭା ଆସନକୁ ଛାଡିଦେଲେ ଅନ୍ୟ ସମସ୍ତ ନିର୍ବାଚନ ମଣ୍ଡଳୀରେ ସକାଳ ୭ ଘଣ୍ଟା ଠାରୁ ଆରମ୍ଭ ହୋଇଥିବା ମତଦାନ ସଧ୍ୟା ୬ ପର୍ଯ୍ୟନ୍ତ ଚାଲିଥିଲେ। ଏହାପରେ ମତଦାନ ଶେଷ କରି ଇଭିଏମ୍‌ ଠାରୁ ଆରମ୍ କରି ଭିଭିପାର୍ଟ ଏବଂ ଅନ୍ୟାନ୍ୟ ସମସ୍ତ ସାମଗ୍ରୀକୁ ନେଇ ନିଜର ନିର୍ଦ୍ଧାରିତ ଷ୍ଟଙ୍ଗ ରୁମ୍‌କୁ ଫେରିଛନ୍ତି ପୋଲିଂ କର୍ମଚାରୀ।

ଜିଲ୍ଲାର ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ଏକ ସମ୍ବେଦନଶୀଳ ବୁଥରୁ ନିର୍ବାଚନ ଶେଷ କରି କିଭଳି ସୁରକ୍ଷିତ ଭାବରେ ପୋଲିଂ ପାର୍ଟି ଛତ୍ରପୁରକୁ ଫେରିଥିଲେ ସେ ସମସ୍ତ ବିଷୟର ଅନୁଭୂତିକୁ ଇଟିଭି ଭାରତ ସମ୍ମୁଖରେ ପ୍ରକାଶ କରିଛନ୍ତି ପୋଲିଂ ପାର୍ଟିର କର୍ମଚାରୀ । ଏହି କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ ଆମ ସମ୍ବାଦଦାତା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ବ୍ରହ୍ମପୁର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details