ଓଡିଶା

odisha

By

Published : Oct 24, 2019, 2:40 PM IST

ETV Bharat / city

ପ୍ରବଳ ବର୍ଷାରେ ବେହାଲ ବ୍ରହ୍ମପୁର

ଗତ ଦୁଇ ଦିନ ଧରି ଲଗାଣ ବର୍ଷା ପରେ ବ୍ରହ୍ମପୁର ସହରର ଅବସ୍ଥା ବେହାଲ । ସହରର ଗଜପତିନଗର , ନୀଳାଞ୍ଚଳନଗର, ଗାନ୍ଧିନଗର ଠାରୁ ଆରମ୍ଭ କରି ଇଞ୍ଜିନିରଙ୍ଗ ରୋଡ ଭଳି ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଛି । ତେବେ କିପରି ରହିଛି ସହରର ଜଳମଗ୍ନ ସ୍ଥିତି ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ଇଟିଭି ଭାରତ ସମ୍ବାଦଦାତା...

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ପରେ ବ୍ରହ୍ମପୁର ସହରର ଅବସ୍ଥା ବେହାଲ । ସାରା ସହରର ବିଭିନ୍ନ ସ୍ଥାନ ବର୍ଷା ଯୋଗୁଁ ଜଳମଗ୍ନ ହୋଇ ରହିଥିବା ବେଳେ ଜନସାଧାରଣ ନାହିଁନଥିବା ହଇରାଣ ହେଉଥିବା ଦେଖାଯାଇଛି ।

ଏପରିକି ସହରର ଗଜପତିନଗର , ନୀଳାଞ୍ଚଳନଗର, ଗାନ୍ଧିନଗର ଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ରୋଡ ଭଳି ବିଭିନ୍ନ ସ୍ଥାନରେ ପାଣି ଜମିଥିବା ଦେଖିବାକୁ ମିଳିଛି । ତେବେ କିପରି ରହିଛି ସହରର ଜଳମଗ୍ନ ସ୍ଥିତି ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ଇଟିଭି ଭାରତ ସମ୍ବାଦଦାତା...

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details