ଓଡିଶା

odisha

ETV Bharat / city

'ସିଙ୍ଗାପୁର ପାଲଟିବ ଓଡିଶାର ଏହି ସହର'

ଇଟିଭି ଭାରତର ପାଞ୍ଚୋଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା କଂଗ୍ରେସ ଦଳର ପ୍ରାର୍ଥୀ  ଭି.ଚନ୍ଦ୍ରଶେଖର ନାଇଡୁ ।

By

Published : Apr 3, 2019, 2:21 AM IST

ଫଟୋ ସୌଜନ୍ଯ:ସମ୍ବାଦଦାତା,ବ୍ରହ୍ମପୁର

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା କଂଗ୍ରେସ ଦଳର ପ୍ରାର୍ଥୀ ହୋଇଛନ୍ତି ଭି.ଚନ୍ଦ୍ରଶେଖର ନାଇଡୁ । ସେ ପ୍ରଥମଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।ଇଟିଭି ଭାରତର ପାଞ୍ଚୋଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର ନାଇଡୁ ସାଂସଦ ଭାବରେ ଯଦି ବିଜୟୀ ହୁଅନ୍ତି ତେବେ ଏହି ସଂସଦୀୟ କ୍ଷେତ୍ରରେ କଣ ରହିବ ପ୍ରଥମ ପଦକ୍ଷେପ, କେଉଁ ସବୁ ସମସ୍ୟାର କରିବେ ସମାଧାନ, କଣ ରହିବ ନିର୍ବାଚନୀ ସ୍ଲୋଗାନ୍ ଭଳି ବିଷୟକୁ ନେଇ ସେ ନିଜ ମତ ରଖିଛନ୍ତି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା,ବ୍ରହ୍ମପୁର

19ବର୍ଷର ଶାସନ ନାମରେ ଚାଲିଛି ସୁଶାସନ । କିନ୍ତୁ କଂଗ୍ରେସ କ୍ଷମତାକୁ ଆସିଲେସିଙ୍ଗାପୁର ସାଜିବ ବ୍ରହ୍ମପୁର।ମା’ ତାରା ତାରିଣୀଙ୍କ ନାଁରେବୁଥ୍ ଯାଆନ୍ତୁ ବ୍ରହ୍ମପୁରବାସୀ । ବିନା ଡରରେ ବଟନ୍ ଦବାଇଲେ କଂଗ୍ରେସରବଟନଦବିବା ନେଇ କହିଛନ୍ତି କଂଗ୍ରେସ ସାଂସଦ ପ୍ରାର୍ଥୀ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details