ଓଡିଶା

odisha

ETV Bharat / city

ବ୍ୟାପୁଛି ଝାଡାବାନ୍ତି: 30ରୁ ଊର୍ଦ୍ଧ୍ବ ଆକ୍ରାନ୍ତ - 30ରୁ ଉର୍ଦ୍ଧ ଗ୍ରାମବାସୀ ଆକ୍ରାନ୍ତ

ବ୍ରହ୍ମପୁର କୁକୁଡାଖଣ୍ଡି ବ୍ଲକର ହୁଗୁଳାପଟା ଗ୍ରାମରେ ଝାଡାବାନ୍ତି ଆତଙ୍କ । ଗ୍ରାମର 30ରୁ ଉର୍ଦ୍ଧ ଗ୍ରାମବାସୀ ଆକ୍ରାନ୍ତ ....

ବ୍ୟାପୁଛି ଝାଡାବାନ୍ତି: 30ରୁ ଉର୍ଦ୍ଧ ଗ୍ରାମବାସୀ ଆକ୍ରାନ୍ତ

By

Published : Oct 31, 2019, 10:43 PM IST

ବ୍ରହ୍ମପୁର: ସହର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକର ହୁଗୁଳାପଟା ଗ୍ରାମରେ ଗତ ତିନି ଦିନ ଧରି ଝାଡାବାନ୍ତି ବ୍ୟାପିବା ସହ ଏଥିରେ ଗ୍ରାମର 30ରୁ ଉର୍ଦ୍ଧ ଗ୍ରାମବାସୀ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ 6ଜଣଙ୍କ ଗୁରୁତରଙ୍କୁ ଏମ୍କେସିଜି ରେ ଭର୍ତ୍ତି କରାଯାଇଛି ।

ବ୍ୟାପୁଛି ଝାଡାବାନ୍ତି: 30ରୁ ଉର୍ଦ୍ଧ ଗ୍ରାମବାସୀ ଆକ୍ରାନ୍ତ

ଗ୍ରାମରେ ଗତ 29 ତାରିଖରେ ଝାଡାବାନ୍ତି ଦେଖାଦେଇଥିଲା । ଗତ ତିନି ଦିନ ମଧ୍ୟରେ 30 ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ଏହି ଗ୍ରାମରେ 319 ପରିବାର ରହୁଥିବା ବେଳେ ମୋଟ 3187 ଜଣ ଗ୍ରାମବାସୀ ରୁହନ୍ତି।

ବ୍ୟାପୁଛି ଝାଡାବାନ୍ତି: 30ରୁ ଉର୍ଦ୍ଧ ଗ୍ରାମବାସୀ ଆକ୍ରାନ୍ତ

ଗ୍ରାମବାସୀଙ୍କ କହିବା ଅନୁସାରେ, ଗ୍ରାମରେ ଥିବା ଏକ କୂଅର ପାଣି ପିଇ ଏପରି ହୋଇଛି । ଅନ୍ୟପଟେ ତିନୋଟି ସ୍ଥାନରୁ ପାଣିର ନମୁନା ସଂଗ୍ରହ କରିଛି ସ୍ବାସ୍ଥ୍ୟବିଭାଗ । ଏହାସହ ସ୍ବାସ୍ଥ ବିଭାଗର ଟିମ୍ ଗ୍ରାମରେ ପହଞ୍ଚି ଜଳ ବିଶୋଧନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।

ବ୍ୟାପୁଛି ଝାଡାବାନ୍ତି: 30ରୁ ଉର୍ଦ୍ଧ ଗ୍ରାମବାସୀ ଆକ୍ରାନ୍ତ
ବ୍ୟାପୁଛି ଝାଡାବାନ୍ତି: 30ରୁ ଉର୍ଦ୍ଧ ଗ୍ରାମବାସୀ ଆକ୍ରାନ୍ତ

ବ୍ରହ୍ମପୁରରୁ, ସମୀର ଆଚାର୍ଯ୍ୟ ଇଟିଭି ଭାରତ

ABOUT THE AUTHOR

...view details