ଓଡିଶା

odisha

ETV Bharat / city

'ବ୍ରହ୍ମପୁର ସହରକୁ ସର୍ବଶ୍ରେଷ୍ଠ ସହର କରି ଗଢିବାକୁ ସଙ୍କଳ୍ପବଦ୍ଧ'

ବ୍ରହ୍ମପୁର ବିଧାନସଭା ଆସନରୁ ବିଜୟୀ ହୋଇଛନ୍ତି ବିଜେଡିର ବିକ୍ରମ ପଣ୍ଡା। ବିପୁଳ ପରିମାଣର ଭୋଟରେ ସେ ବ୍ରହ୍ମପୁର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

By

Published : May 24, 2019, 6:30 PM IST

ଫଟୋ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ଆସିଯାଇଛି ଜନାଦେଶ। ବିଶ୍ବର ସର୍ବ ବୃହତ ଗଣତନ୍ତ୍ର ଦେଶରେ ଭୋଟର ନିଜର ବହୁମତ ଭୋଟ ଦେଇ ନିଜ ପ୍ରତିନିଧିକୁ ବାଛିଛନ୍ତି । ମେ 23ରେ ସାଧାରଣ ନିର୍ବାଚନର ଗଣତି ସରିଥିବାବେଳେ ବିଜେଡି 112 ଟି ବିଧାନସଭା ଆସନ ଅକ୍ତିଆର କରିଛି। ସେଥିରୁ ବ୍ରହ୍ମପୁର ବିଧାନସଭା ଆସନରୁ ବିଜୟ ହୋଇଛନ୍ତି ବିଜେଡିର ବିକ୍ରମ ପଣ୍ଡା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବ୍ରହ୍ମପୁର

ତାଙ୍କ ବିଜୟ ପରେ କିଭଳି ରହିଛି ତାଙ୍କ ପ୍ରତିକ୍ରିୟା ଏବଂ ଆଗାମୀ ଦିନରେ ବ୍ରହ୍ମପୁର ପାଇଁ କଣ ରହିବ ପ୍ରାଥମିକ ଗୁରୁତ୍ବ । ସେ ସମ୍ପର୍କରେ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ।

ABOUT THE AUTHOR

...view details