ବ୍ରହ୍ମପୁର: ବିଧାୟକ ବିକ୍ରମ କୁମାର ପଣ୍ଡା କୋରୋନା ପଜିଟିଭ । ଲକ୍ଷଣ ନଥାଇ ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି। ଗତ ଦୁଇ ମଧ୍ୟରେ ସେ ସହରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ତେଣୁ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ଆଇସୋଲେସନରେ ରହିବାକୁ ବିଧାୟକ ପରାମର୍ଶ ଦେଇଛନ୍ତି ।
ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ କୋରୋନା
କୋରୋନା ଆକ୍ରାନ୍ତ ହେଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା । ଲକ୍ଷଣ ନ ଥାଇ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନେଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି ବିଧାୟକ । ଅଧିକ ପଢନ୍ତୁ...
ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା କୋରୋନା ପଜିଟିଭ
ମଙ୍ଗଳବାର ବିଧାୟକ ସମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ସେ କୋରୋନା ଟେଷ୍ଟ କରିଥିଲେ । ରିପୋର୍ଟ ପଜିଟିଭ ଆସିଛି । ବିଧାୟକ ସଂକ୍ରମିତ ହେବା ପୂର୍ବରୁ ତାଙ୍କ ପରିବାର ଏବଂ ଦଳର ଅନ୍ୟ ସଦସ୍ୟ ଓ ସହଯୋଗୀମାନେ ମଧ୍ୟ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ପୂର୍ବରୁ ଗଞ୍ଜାମ ଜିଲ୍ଲାର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ତାଙ୍କ ଧର୍ମପତ୍ନୀ କୋରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇ ଫେରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ