ବାଲେଶ୍ବର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜନା । ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ହସ୍ପିଟାଲ ପରିସରରେ ସମ୍ପର୍କୀୟଙ୍କ ହୋ-ହାଲ୍ଲା । ଟାଉନ ଥାନା ଅଧିନ ମାଣିଖମ୍ବ ନୂଆପୁର ଅଞ୍ଚଳର ଶ୍ରୀକାନ୍ତ ଜେନାଙ୍କ ପେଟ ବ୍ୟଥା ହେବାରୁ ତାଙ୍କୁ ଶନିବାର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ରବିବାର ସକାଳେ ନର୍ସଙ୍କ ଏକ ଇଞ୍ଜେକ୍ସନ ପରେ ଶ୍ରୀକାନ୍ତ ମୃତ୍ୟୁ ହୋଇଥିବା ସୂଚନା ।
ରୋଗୀ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା
ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ମୃତ୍ୟୁ ଘଟଣା । ଚିକିତ୍ସା ଅଭିଯୋଗ ଆଣି ମେଡିକାଲ ପରିସରରେ ସମ୍ପର୍କୀୟଙ୍କ ହୋ-ହାଲ୍ଲା । ଅଧିକ ପଢନ୍ତୁ...
ରୋଗୀ ମୃତ୍ୟୁକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ,ଇଟିଭି ଭାରତ