ଓଡିଶା

odisha

By

Published : Jan 30, 2020, 3:02 PM IST

ETV Bharat / city

ସିଗାରେଟ ଚୋରି ଅଭିଯୋଗରେ ନାବାଳକକୁ ଖୁଣ୍ଟରେ ବାନ୍ଧି ମାଡ

ସିଗାରେଟ ଚୋରି ଅଭିଯୋଗରେ ଜଣେ ନାବାଳକକୁ ବାନ୍ଧି ଲୋକମାନେ ମାଡ ମାରିଥିବା ଜଣାପଡିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ।

minor beaten for cigarette loot
ସିଗାରେଟ ଚୋରି ଅଭିଯୋଗରେ ନାବାଳକକୁ ଖୁଣ୍ଟରେ ବାନ୍ଧିଲେ ଦୋକାନୀ

ବାଲେଶ୍ବର: ସିଗାରେଟ ଚୋରି ଅଭିଯୋଗରେ ଜଣେ ନାବାଳକକୁ ବାନ୍ଧି ଲୋକମାନେ ମାଡ ମାରିଥିବା ଜଣାପଡିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ।

ସିଗାରେଟ ଚୋରି ଅଭିଯୋଗରେ ନାବାଳକକୁ ଖୁଣ୍ଟରେ ବାନ୍ଧିଲେ ଦୋକାନୀ

ନୀଳଗିରି ଥାନା ବାଉଁଶବଣିଆ ଛକରେ ଥିବା ପାନ ଦୋକାନରୁ ଜଣେ ନାବାଳକ ସିଗାରେଟ ଚୋରି କରୁଥିବା ସନ୍ଦେହ କରି ଦୋକାନୀ ନାବାଳକକୁ ବାନ୍ଧି ପକାଇଥିଲେ। ଏହାପରେ ନାବାଳକକୁ ମାଡ ମାରିଥିବା ଅଭିଯୋଗ ହୋଇଛି। ତେବେ ସିଗାରେଟ ଚୋରି ସନ୍ଦେହକୁ ନେଇ ଜଣେ ନାବାଳକକୁ ବାନ୍ଧି ପକାଇବା ଘଟଣା ସମସ୍ତଙ୍କୁ ଚକିତ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details