ମୁମ୍ବାଇ: ଦୁର୍ବଳ ବୈଶ୍ବିକ ସଙ୍କେତ ଓ ଦେଶରେ ଦ୍ବିତୀୟ ଲକଡାଉନ ଘୋଷଣାରେ ବଜାର ନିରାଶ । ହ୍ରାସ ସହ ବନ୍ଦ କାରବାର । ବୁଧବାର ସେନସେକ୍ସ 310 ପଏଣ୍ଟ ଖସିଥିବା ବେଳେ ନିଫ୍ଟି ମଧ୍ୟ 9 ହଜାର ଉପରକୁ ଉଠିନି ।
ଲକଡାଉନ 2.0 ଆରମ୍ଭରୁ ସେନସେକ୍ସ ତଳମୁହାଁ - ବୁଧବାର କରବାର
HDFC, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, କୋଟାକ ବ୍ୟାଙ୍କ ଭଳି ହେଭିୱେଟ ସେୟାର ସୂଚକାଙ୍କ ତଳମୁହାଁ ଯୋଗୁଁ ବଜାର ବେଲଗାମ । ବୁଧବାର ସେନସେକ୍ସ 310 ପଏଣ୍ଟ ଖସିଥିବା ବେଳେ ନିଫ୍ଟି ମଧ୍ୟ 9 ହଜାର ଉପରକୁ ଉଠିନି । ଅଧିକ ପଢନ୍ତୁ..
ଲକଡାଉନ-2 ଆରମ୍ଭରୁ ସେନସେକ୍ସ ତଳମୁହାଁ
HDFC, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, କୋଟକ ବ୍ୟାଙ୍କ ଭଳି ହେଭିୱେଟ ସେୟାର ସୂଚକାଙ୍କ ତଳମୁହାଁ ଯୋଗୁଁ ବଜାର ବେଲଗାମ । ତେବେ ଭଳ ଅଭିବୃଦ୍ଧି ସହ HUL, HCL Tech, ITC ଏବଂ ନେସଲେ ଇଣ୍ଡିଆ ସେୟାରରେ ଶୀର୍ଷ ସେୟାର ରହିଛନ୍ତି ।
ଆଜିର କାରବାର ମଧ୍ୟରେ 30 ସେୟାର ଆଧାରିତ ସେୟାର ସୂଚକାଙ୍କ 1346 ପଏଣ୍ଟ ଏକଜୁଟ ପରେ ପୁଣି କାରବାର ଶେଷ ସୁଦ୍ଧା 310 ପଏଣ୍ଟ ଖସି 30,379.81 ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 68.55 ପଏଣ୍ଚ ହ୍ରାସ ପାଇ 8,925.30 ପଏଣ୍ଟରେ ବନ୍ଦ ହୋଇଛି ।