ଓଡିଶା

odisha

ETV Bharat / business

ଆକାଉଣ୍ଟରେ ମୋଟା ଅସ୍ପଷ୍ଟ ନଗଦ ଥିଲେ ଗଣିବେ 83 ପ୍ରତିଶତ ଟିକସ

ବ୍ୟାଙ୍କ ଆକାଉଣ୍ଟରେ ମୋଟା ଅଙ୍କର ନଗଦ ରହିଥିବ , ଆଉ ତାହାର ଆୟର ଉତ୍ସ ଅସ୍ପଷ୍ଟ ଥିବ , ତେବେ ଆୟକର ବିଭାଗ ଦ୍ବାରା ଧରାପଡିଲେ ଗଣିବେ ମୋଟା ଅଙ୍କର ଟିକସ ।

income tax department has found that this mess will have to pay more than 83 percent tax
income tax department has found that this mess will have to pay more than 83 percent tax

By

Published : Aug 24, 2020, 4:10 PM IST

ନୂଆଦିଲ୍ଲୀ: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ମୋଟା ଅଙ୍କର ନଗଦ ରହିଥିବ , ଆଉ ତାହାର ଆୟର ଉତ୍ସ ଅସ୍ପଷ୍ଟ ଥିବ , ତେବେ ଆୟକର ବିଭାଗ ଦ୍ବାରା ଧରାପଡିଲେ ଗଣିବେ ମୋଟା ଅଙ୍କର ଟିକସ ।

ଆୟକର ଧାରା ଆଇନ 69ଏ ଅନୁସାରେ , ଯଦି ଜଣେ ବ୍ୟକ୍ତିଙ୍କ ପାଖରେ ଟଙ୍କା, ସୁନା ଗହଣା କିମ୍ବା ଅନ୍ୟ ମୂଲ୍ୟବାନ ସାମଗ୍ରୀ ରହିଛି , ହେଲ ଏ ନେଇ ସେ ଆୟକର ଦାଖଲରେ ସୂଚନା ଦେଇନାହାନ୍ତି, କିମ୍ବା ଏ ନେଇ କରଦାତା ଦେଉଥିବା ସ୍ପଷ୍ଟୀକରଣରେ ଯଦି ଆୟକର ଅଧିକାରୀ ସନ୍ତୁଷ୍ଟ ନୁହଁ , ତେବେ ଏହାକୁ କରଦାତାଙ୍କ ସେହି ବର୍ଷର ଆୟ ଭାବେ ହିସାବ କରାଯିବ ।

ଏଭଳି ବ୍ୟାଙ୍କ ଖାତାରେ ଥିବା ଏଭଳି ଅସ୍ପଷ୍ଟ ଟଙ୍କା ବାବଦରେ କରଦାତାଙ୍କୁ 83.25 ପ୍ରତିଶତ ଆୟକର ଦେବାକୁ ପଡିବ । ଏହି ନଗଦ ଉପରେ କରଦାତାଙ୍କୁ 60 ପ୍ରତିଶତ ଆୟକର, 25 ପ୍ରତିଶତ ସେସ ଓ 6 ପ୍ରତିଶତ ଜୋରିମାନା ଗଣିବାକୁ ପଡିବ ।

ABOUT THE AUTHOR

...view details