ଓଡିଶା

odisha

ETV Bharat / business

2008 ଆର୍ଥିକ ସଙ୍କଟରୁ ମୁକୁଳିଥିବା କମ୍ପାନୀଙ୍କଠୁ ଶିକ୍ଷା ନେବା ଦରକାର - 2008 ମାନ୍ଦାବସ୍ଥା

କୋରୋନା ସଙ୍କଟ ମଧ୍ୟରେ ସେହି କମ୍ପାନୀଙ୍କ ଠାରୁ ଶିକ୍ଷା ନେବା ଦରକାର ଯେଉଁମାନେ 2008 ଆର୍ଥିକ ସଙ୍କଟ ପରେ କମବ୍ୟାକ କରିଛନ୍ତି । ଅଧିକ ପଢନ୍ତୁ..

How some companies bounced back after 2008 financial crisis
2008 ଆର୍ଥିକ ସଙ୍କଟରୁ ମୁକୁଳିଥିବା କମ୍ପାନୀଙ୍କଠୁ ଶିକ୍ଷା ନେବା ଦରକାର

By

Published : May 9, 2020, 11:05 PM IST

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ପ୍ରଭାବରେ ମାନ୍ଦାମୁହାଁ ଅର୍ଥନୀତି । ତେବେ ଏଥିରୁ ମୁକୁଳିବା ପାଇଁ ଗ୍ଲୋବାଲ ମ୍ୟାନେଜମେଣ୍ଟ କନ୍ସଲଟିଙ୍ଗ ଫର୍ମ ବୋଷ୍ଟନ କନ୍ସଲଟିଙ୍ଗ ଗ୍ରୁପ(ବିସିଜି) 2008 ଆର୍ଥିକ ସଙ୍କଟରୁ କିଛି ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଛି ।

ରିପୋର୍ଟରେ କୁହାଯାଇଛି ଯେ, 2008 ସଙ୍କଟ ସମୟରେ ଅନେକ କମ୍ପାନୀ ପୁଣି ଥରେ ଅଣ୍ଟା ସଳଖିବାକୁ ବହୁ ପଦକ୍ଷେପ ଗ୍ରହଣ କରିଥିଲେ ।

12 ବର୍ଷ ଅବଧି ମଧ୍ୟରେ, ଶ୍ରେଷ୍ଠ ପ୍ରଦର୍ଶନକାରୀମାନେ ଚାରୋଟି ପର୍ଯ୍ୟାୟ ଦେଇ ଗତି କରିଛନ୍ତି । ଏଥିରେ ବିଶୃଙ୍ଖଳାକୁ ପରିଚାଳନା , ସ୍ଥିର କରିବା, ଖୋଲିବା ଏବଂ ତ୍ୱରାନ୍ୱିତ କରିବା ରହିଛି ।

‘କ୍ରାଇସେସ କ୍ୟାନ ସ୍ପାର୍କ ଟ୍ରାନ୍ସଫରମେସନ ଆଣ୍ଡ ରିନ୍ୟୁବେଲ’ଶୀର୍ଷକ ରିପୋର୍ଟରେ କୁହାଯାଇଛି କି, ବୃହତ୍ତ ସଫଳତା ପାଇଁ ପ୍ରଚେଷ୍ଟା ଏସବୁ କମ୍ପାନୀର ସଫଳତାର ଚାବି ।

ଉଦାହରଣ ସ୍ବପୂପ ପ୍ରଥମ ପର୍ଯ୍ୟାୟରେ ଟର୍ବୁଲେନ୍ସର ପରିଚାଳନା କରୁଥିବା 25 ଶୀର୍ଷ କମ୍ପୀନୀଙ୍କୁ ଏହି ବିସିଜି ସୂଚୀରେ ସାମିଲ କରାଯାଇଥିଲା । ଯାହା ଏସଏଣ୍ଡପି ଗ୍ଲୋବାଲ 1200 ଇଣ୍ଡେକ୍ସରେ କମ୍ପାନୀଗୁଡିକ ଅପେକ୍ଷା ନଗଦ ଜମା କରିବା ଓ ଲିକ୍ୟୁଡିଟି ବଜାୟ ରଖିବା ନେଇ ଅଧିତ ସମ୍ଭାବନା ଥିଲା ।

ନଗଦ ଏବଂ ନଗଦ ସମକ୍ଷକ ପ୍ରତ୍ୟେକ କମ୍ପାନୀର ମୋଟ ସମ୍ପତ୍ତିର ପ୍ରାୟ 20 ପ୍ରତିଶତ ହୋଇଥିବାବେଳେ ସୂଚକାଙ୍କରେ ଥିବା କମ୍ପାନୀଗୁଡିକ ପାଇଁ ହାରାହାରି 10 ପ୍ରତିଶତରୁ କମ୍ ଥିଲା । ଏପରି ଭାବେ ଯେତେବଳେ ଖୁଲାସା ହେଲା , ସେତେବଳେ ସବୁଠୁ ଭଲ ପ୍ରଦର୍ଶନ କରିଥିବା ଆର୍ଥିକ ଟେଲୱାଣ୍ଡସରେ ପୁଞ୍ଜି ଲଗାଇଲେ । ଏଥିସହ ଲଗାତାର ବିକାଶ ବଢିଲା ।

ABOUT THE AUTHOR

...view details