ନୂଆଦିଲ୍ଲୀ: ସଂସଦରେ ଆଗତ ହୋଇଛି 2019-20 ଆର୍ଥିକ ବର୍ଷର ପ୍ରଥମ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସାତାରଣ ପ୍ରଥମ ଥର ବ୍ରିଫକେଶ ନୁହେଁ ଖୋଲିଛନ୍ତି ବଜେଟ ବହି-ଖାତା । 4 ଫର୍ଦ୍ଦର ନାଲି କପଡା ଭିତରେ ରହିଥିଲା 130 କୋଟି ଜନତାଙ୍କ ବାର୍ଷିକ ଆର୍ଥିକ ବିବରଣୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଅଭିଭାଷଣ ରଖୁଛନ୍ତି ।
ସଂସଦରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ
ସଂସଦରେ ଆଗତ ହୋଇଛି 2019-20 ଆର୍ଥିକ ବର୍ଷର ପ୍ରଥମ ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସାତାରଣ ପ୍ରଥମ ଥର ବ୍ରିଫକେଶ ନୁହେଁ ଖୋଲିଛନ୍ତି ବଜେଟ ବହି-ଖାତା ।
ଫାଇଲ ଫଟୋ
ନଜର ପକାନ୍ତୁ ବଜେଟ ହାଇଲାଇଟ୍ସ ଉପରେ-
- ମତଦାନ ପ୍ରତିଶତ ସର୍ବାଧିକ 67.9 % ରହିଛି
- ଦେଶ ଅର୍ଥନୀତି ପ୍ରତି ଆମ ସରକାର ପ୍ରତିଶ୍ରୁତିବଦ୍ଧ
- ସୁଦୃଢ ଦେଶର ମଜବୁତ ନାଗରିକ ଆମ ଉଦ୍ଦେଶ୍ୟ
- ଅର୍ଥବ୍ୟବସ୍ଥା ଲକ୍ଷ୍ୟ 1.85 ଟ୍ରିଲିଅନ ଡଲାର
- ଗତ 5 ବର୍ଷରେ ଅର୍ଥନୀତିର ଆକାର 2.7 ଟ୍ରିଲିଅନ ଡଲାର ରହିଛି
- ରପ୍ତାନୀ-ଆମଦାନୀ ସର୍ବୋତମ
- ବିଶ୍ବର ଷଷ୍ଠ ଅର୍ଥନୀତି ଭାରତ
- ଆଶା- ବିଶ୍ବାସ, ଆକାଂକ୍ଷା ନେଇ ସୁଦୃଢ ହେବ ଦେଶ ଅର୍ଥନୀତି
- ଭାରତମାଳା, ସାଗରମାଳା ଯୋଜନା, ଜଳମାର୍ଗ ବିକାଶ ଆମର ଲକ୍ଷ୍ୟ
- ଉଡାଣ ସ୍କିମ ଜରିଆରେ ସାଧାରଣ ଲୋକଙ୍କୁ ଉଡାଣ ସେବା
- ଘରୋଇ ଓ ବିଦେଶୀ ନିବେଶକଙ୍କ ଉପରେ ଫୋକସ
- ସମଗ୍ର ଦେଶକୁ ଯୋଡିବ ମେଟ୍ରୋ ଲାଇନ
- 2019ରେ 300 କିମିର ନୂଆ ମେଟ୍ରୋ ରେଳ ପରିଯୋଜନା
- ୱାନ ନେସନ, ୱାନ ଗ୍ରେଡ
- 4 ବର୍ଷରେ 4 ଗୁଣା ଜଳ ଯୋଗାଣ
- ଏମଏସଏମଇ ପାଇଁ 59 ମିନିଟରେ 1 କୋଟି ଋଣ
- ଶକ୍ତି କ୍ଷେତ୍ରରେ ଆସିବ ଶୁଳ୍କ ସଂସ୍କାର
- ଆସନ୍ତା 2020 ମଧ୍ୟରେ ରେଳ ସେବା ପାଇଁ 50 ଲକ୍ଷ କୋଟି ଖର୍ଚ୍ଚ ହେବ
- ଏମଏସଏମଇ ପାଇଁ ପେମେଣ୍ଟ ପ୍ଲାଟଫର୍ମ ବ୍ୟବସ୍ଥା
- ଏମଏସଏମଇ କ୍ଷେତ୍ରରେ ଋଣ ଯୋଜନା ପାଇଁ 350 କୋଟି
- ବାର୍ଷିକ 5 କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା ବ୍ୟବସାୟୀଙ୍କ ପାଇଁ ପେନସନ ସ୍କିମ
- 2022 ସୁଦ୍ଧା 1.95 କୋଟି ଘର ନିର୍ମାଣ
- ପ୍ରତି ଘରେ ଜଳ
- ଜଳ ଶକ୍ତି ମନ୍ତ୍ରାଣଳୟ ଗଠନ ହେବ
- 2 କୋଟି ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଡିଜିଟାଲ ସାକ୍ଷ୍ୟରତା ଡିଜିଟାଲ ଅଭିଯାନ
- 95 ପ୍ରତିଶତରୁ ଅଧିକ ସହରରେ ଓଡିଏଫ ଘୋଷଣା
- ଆସିବ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି
- ଫୋକସରେ ଷ୍ଟଡି ଇନ ଇଣ୍ଡିଆ
- swayam ଜରିଆରେ ଡିଜିଟାଲ ହେବେ ଛାତ୍ରଛାତ୍ରୀ
- ଗବେଷଣାକୁ ଗୁରୁତ୍ବ ଦିଆଯିବ
- 2019-20 ପାଇଁ ବିଶ୍ବ ଶ୍ରେଣୀ ସଂସ୍ଥାନ ଅଧିନରେ 400 କୋଟି
- ଖେଳାଳୀଙ୍କ ବିକାଶ ପାଇଁ ରାଷ୍ଟ୍ରୀୟ ଖେଳ ଶିକ୍ଷା ବୋର୍ଡ
- 10 ମିଲିଅନ ଯୁବପୀଢିଙ୍କୁ କୁଶଳ କରିବାକୁ ତାଲିମ ଦିଆଯିବ
- ତିଆରି ହେବ ରାଷ୍ଟ୍ରୀୟ ଅନୁସନ୍ଧାନ ପ୍ରତିଷ୍ଠାନ (NRF)
- ଗୃହରେ ‘ନାରୀ ତୁ ନାରାୟଣୀ’ କହିଲେ ନିର୍ମଳା
- ଗୃହରେ ‘ନାରୀ ତୁ ନାରାୟଣୀ’ କହିଲେ ନିର୍ମଳା
- ଗ୍ରାମୀଣ ଅର୍ଥବ୍ୟବସ୍ଥାରେ ମହିଳା ଭୂମିକା ଗୁରୁତ୍ବପୂର୍ଣ୍ଣ
- ମୁଦ୍ରା ସ୍କିମରେ SHG ମହିଳା 1 ଲକ୍ଷ ପର୍ଯ୍ୟନ୍ତ ରଣ ନେଇପାରିବେ
- ମିଶନ ଏଲଇଡି
- 35 କୋଟି ଏଲଇଡି ବଲ୍ବ
- ପ୍ରତିବର୍ଷ 18,341 ସଞ୍ଚୟ
- ଏନଆରଆଇ ଭାରତୀୟଙ୍କ ପାଇଁ ଆଧାରକାର୍ଡ ସ୍କିମ
- କୃଷକଙ୍କ ପାଇଁ ଗ୍ଲୋବାଲ ମାର୍କେଟ
- 192 ଦେଶରେ ଯୋଗାଭ୍ୟାସ ଟାର୍ଗେଟ
- ଘରୋଇ କ୍ରେଡିଟ ବୃଦ୍ଧି ପାଇଁ 70 କୋଟି ଖର୍ଚ୍ଚ ପାଇଁ ପ୍ରସ୍ତାବ
- ଆସନ୍ତା 5 ବର୍ଷରେ ଭିତ୍ତିଭୂମି ପାଇଁ 100 ଲକ୍ଷ କୋଟି ନିବେଶ କରିବେ ସରକାର
- ବିଶ୍ବସ୍ତରରେ 17 ପର୍ଯ୍ୟଟକ ସ୍ଥଳ
- ବ୍ୟାଙ୍କର ଆର୍ଥିକ ସ୍ଥିତି ସୁଧାରିବାକୁ 70 ହଜାର କୋଟିର ସହାୟତା
- କମିଛି ବ୍ୟାଙ୍କଗୁଡିର ଏନପିଏ
- 2019-20ରେ ଖୋଲାଯିବ 4ଟି ଦୂତାବାସ
- କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଉପରେ ମିଳିବ 2 ପ୍ରତିଶତ ରିହାତି
- ଦେଶରେ ଲାଗୁ ହେବ ନୂଆ ଘରଭଡା ନିୟମ
- ବିଶ୍ବସ୍ତରୀୟ 17ଟି ପର୍ଯ୍ୟଟକ ସ୍ଥଳ
- ବ୍ୟାଙ୍କର ଆର୍ଥିକ ସ୍ଥିତି ସୁଧାରିବାକୁ 70 ହଜାର କୋଟିର ସହାୟତା
- କମିଛି ବ୍ୟାଙ୍କଗୁଡିର ଏନପିଏ
- 2019-20ରେ ଖୋଲାଯିବ 4ଟି ଦୂତାବାସ
- କ୍ଷୁଦ୍ର ବ୍ୟବସାୟୀଙ୍କୁ ଋଣ ଉପରେ ମିଳିବ 2 ପ୍ରତିଶତ ରିହାତି
- ଦେଶରେ ଲାଗୁ ହେବ ନୂଆ ଘରଭଡା ନିୟମ
- ଜନଧନ ଖାତାଧାରୀ ମହିଳାଙ୍କୁ 5 ହଜାର ଟଙ୍କାର ଓଭରଡ୍ରାଫଟ
- 1,2,5,10,20 ଟଙ୍କିଆ କଏନ ଆସିବ । ଦିବ୍ୟାଙ୍ଗଙ୍କୁ ଚିହ୍ନିବାରେ ସାହାଯ୍ୟ କରିବ
Last Updated : Jul 5, 2019, 12:50 PM IST