ଓଡିଶା

odisha

ETV Bharat / business

ବଜେଟ 2019: ଗୃହଋଣ ଶସ୍ତା, ସୁନା-ରୁପା ମହଙ୍ଗା

ନିର୍ମଳାଙ୍କ ବଜେଟ ଦସ୍ତାବିଜରେ କଣ ରହିଛି । ଆପଣଙ୍କ ଆକାଉଣ୍ଟରେ ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିବ କି ଏହି ବଜେଟ ? ଆପଣ ବ୍ୟବହାର କରୁଥିବା କେଉଁ ସାମଗ୍ରୀ ଶସ୍ତା ଆଉ କଣ ମହଙ୍ଗା ହୋଇଛି? ଜାଣନ୍ତୁ...

By

Published : Jul 5, 2019, 5:16 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହୋଇଛି ଦେଶର 89 ତମ ବଜେଟ । ଦୀର୍ଘ 49 ବର୍ଷ ପରେ ଜଣେ ମହିଳା ଉପସ୍ଥାପନ କରିଛନ୍ତି ଚଳିତ ଆର୍ଥିକ ବର୍ଷର ଆୟବ୍ୟୟ ଅଟକଳ । ଏହା କେବଳ ଯେ ଆୟବ୍ୟୟ ଅଟକଳ ନୁହେଁ ମୋଦି ସରକାରଙ୍କ ପ୍ରତିଶ୍ରୁତି ପାଳନର ପ୍ରୟାସ ମଧ୍ୟ । ତେବେ ଏହି ବଜେଟ କେତେ ଲାଭପ୍ରଦ ହୋଇଛି ? ଏହା ଦ୍ବାରା କେତେ ପ୍ରଭାବିତ ହେବେ 130 କୋଟି ଜନତା ? କଣ ଶସ୍ତା ଆଉ କଣ ମହଙ୍ଗା ହୋଇଛି ନଜର ପକାନ୍ତୁ ?

କଣ ହେଲା ଶସ୍ତା

  • ଇଲୋକ୍ଟ୍ରନିକ କାର
  • ଗୃହ ଋଣ
  • ଘର କିଣିବା ହେଲା ଶସ୍ତା
  • ମୋବାଇଲ ଫୋନ ଚାର୍ଜର
  • ସେଟ ଅପ ବକ୍ସ


କଣ ହେଲା ମହଙ୍ଗା

  • ଲିଟର ପିଛା 1ରୁ 2 ଟଙ୍କା ଲେଖାଏଁ ବଢିବ ପେଟ୍ରୋଲ- ଡିଜେଲ
  • 1 ଟଙ୍କା ବଢିଲା ଏକ୍ସସାଇଜ ଡ୍ୟୁଟି
  • ବଢିବ ସୁନା , ରୂପା ଦାମ
  • କାଜୁ
  • ଅଟୋ ପାର୍ଟସ
  • ସିନ୍ଥେଟିକ ରବର
  • ବ୍ୟୟବହୁଳ ହେବ ତମାଖୁ ଉତ୍ପାଦନ
  • ଟାଇଲସ୍‌
  • ସିଗାରେଟ , ହୁକା
  • ଇମ୍ପୋର୍ଟ କାର
  • ଏସି
  • ଇଲୋକ୍ଟ୍ରନିକ ସାମଗ୍ରୀ
  • ଷ୍ଟିଲ ସାମଗ୍ରୀ
  • ଫର୍ନିଚର

ABOUT THE AUTHOR

...view details