ନୂଆଦିଲ୍ଲୀ: 5.15% ସହ ରେପୋରେଟକୁ ଅପରିବର୍ତ୍ତିତ ରଖିଲା ଆରବିଆଇ । ମୁଦ୍ରାନୀତି କମିଟିର 3 ଦିନିଆ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ରିଭର୍ସ ରେପୋ ରେଟ 4.90% ଏବଂ ବ୍ୟାଙ୍କ ରେଟ 5.40%ରେ ସ୍ଥିର ରହିଛି ।
ଅପରିବର୍ତ୍ତିତ ରହିଲା ରେପୋ ରେଟ - ବ୍ୟାଙ୍କ ରେଟ 5.40%
5.15% ସହ ରେପୋ ରେଟକୁ ଅପରିବର୍ତ୍ତିତ ରଖିଲା ଆରବିଆଇ । ମୁଦ୍ରାନୀତି କମିଟିର 3 ଦିନିଆ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ସେହିପରି ରିଭର୍ସ ରେପୋ ରେଟ 4.90% ଏବଂ ବ୍ୟାଙ୍କ ରେଟ 5.40%ରେ ସ୍ଥିର ରହିଛି ।
ଅପରିବର୍ତ୍ତିତ ରହିଲା ରେପୋ ରେଟ
ଡିସେମ୍ବର 3 ତାରିଖରୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ପଞ୍ଚମ ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷା ବୈଠକ ଚାଲିଥିଲା ।
ଶକ୍ତିକାନ୍ତ ଦାସ ଆରବିଆଇର ଗଭର୍ଣ୍ଣର ହେବା ପରେ ଲଗାତାର 5 ଥର ଧରି ରେପାରେଟ ହ୍ରାସ ପାଇ 5.15%ରେ ପହଞ୍ଚିଛି ।