ଓଡିଶା

odisha

ETV Bharat / business

2020ର କର କ୍ୟାଲେଣ୍ଡର ଜାରି, ଜାଣନ୍ତୁ ସମସ୍ତ ସୂଚନା...

ଆୟକର ବିଭାଗର 2020 କ୍ୟାଲେଣ୍ଡର ଜାରି । ଏଥିରେ ଜାଣନ୍ତୁ ଗୁରୁତ୍ବପୂର୍ଣ୍ଣ ଆୟକର ସମ୍ବନ୍ଧିତ ସମସ୍ତ ତାରିଖ ଓ ଏହାର ସବୁ ବିବରଣୀ ସମ୍ପର୍କରେ...

income tax department released 2020 calendar
2020ର କର କ୍ୟାଲେଣ୍ଡର ଜାରି, ଜାଣନ୍ତୁ ସମସ୍ତ ସୂଚନା

By

Published : Jan 4, 2020, 1:02 PM IST

ନୂଆଦିଲ୍ଲୀ: ନୂଆବର୍ଷ 2020ର ନୂଆ କ୍ୟାଲେଣ୍ଡର ଜାରି କଲା ଆୟକର ବିଭାଗ । ଏହି କ୍ୟାଲେଣ୍ଡର ମାଧ୍ୟମରେ ଆପଣ ଟିକସ ସମ୍ବନ୍ଧିତ ସମସ୍ତ ମହତ୍ବପୂର୍ଣ୍ଣ ସମୟ ମନେ ରଖିବାରେ ସାହାଯ୍ୟ ହେବ । ଶନିବାର ଏକ ଟ୍ବିଟ ଜରିଆରେ ଆୟକର ବିଭାଗ ପକ୍ଷରୁ ଏ ନେଇ ଜଣାଯାଇଛି ।

2020ର କର କ୍ୟାଲେଣ୍ଡର ଜାରି, ଜାଣନ୍ତୁ ସମସ୍ତ ସୂଚନା

ଟ୍ବିଟରରେ ଆୟକର ବିଭାଗ କହିଛି ଯେ, ଏହି ନୂଆ ବର୍ଷରେ ଆପଣଙ୍କ ପାଇଁ ଆସିଛି ଆୟକର କ୍ୟାଲେଣ୍ଡର । ଯେଉଁଥିରେ ଆୟକର ସମ୍ବନ୍ଧିତ ତାରିଖକୁ ହାଇଲାଇଟ୍ସ କରାଯାଇଛି ।

ଏହି କ୍ୟାଲେଣ୍ଡରରେ ଆୟକର ରିଟର୍ଣ୍ଣ ଦାଖଲ ଓ ଏ ସମ୍ପର୍କିତ ତଥ୍ୟ ସମ୍ପର୍କରେ ଅବଗତ କରାଇବ । ଏଥିସହ ଟିସିଏସ ଓ ଟିଡିଏସ ସହ ଜଡିତ ସୂଚନା ମଧ୍ୟ ରହିଛି ।

ABOUT THE AUTHOR

...view details