ଓଡିଶା

odisha

H-1B ଭିସା ଧାରକ ଏବଂ ସବୁଜ କାର୍ଡ ଆବେଦନକାରୀଙ୍କୁ ରିଲିଫ ଦେଲା ଆମେରିକା

ଆମେରିକାର ନାଗରିକତା ଏବଂ ଇମିଗ୍ରେସନ ସେବା (USCIS) ଶୁକ୍ରବାର ଜଣାଇଛି ଯେ, ତାହାର ବିଭିନ୍ନ ଅନୁରୋଧର ଜବାବ ଦେବା ପାଇଁ 60 ଦିନର ରିଲିଫ ଦିଆଯାଉଛି । ଅଧିକ ପଢନ୍ତୁ..

By

Published : May 2, 2020, 10:48 PM IST

Published : May 2, 2020, 10:48 PM IST

US announces relaxations for H-1B visa holders and Green Card applicants
H-1B ଭିସା ଧାରକ ଏବଂ ସବୁଜ କାର୍ଡ ଆବେଦନକାରୀ ରିଲିଫ ଦେଲା ଆମେରିକା

ୱାଂସିଟନ: ଆମେରିକା ସରକାର H-1B ଭିସା ଧାରକ ଏବଂ ସବୁଜ କାର୍ଡ ଆବେଦନକାରୀଙ୍କୁ ଡକ୍ୟୁମେଣ୍ଟ ଜମା କରିବା ପାଇଁ 60 ଦିନ ସମୟ ଦେଇଛନ୍ତି । ଆମେରିକାର ନାଗରିକତା ଏବଂ ଇମିଗ୍ରେସନ ସେବା (USCIS) ଶୁକ୍ରବାର ଜଣାଇଛି ଯେ, ତାହାର ବିଭିନ୍ନ ଅନୁରୋଧର ଜବାବ ଦେବା ପାଇଁ 60 ଦିନର ରିଲିଫ ଦିଆଯାଉଛି ।

ଏଥିସହ ସେ ଦର୍ଶାଇଛି ଯେ, ନୋଟିସ ବା ଅନୁରୋଧର ଜବାବ ଦେବା ପାଇଁ ପୂର୍ବରୁ ନିର୍ଦ୍ଧାରିତ ତିଥି ପରେ 60 ଦିନ ମଧ୍ୟରେ ଯଦି କୌଣସି ଜବାବ ଆସେ ତେବେ ତାହା ଉପରେ ବିଚାର କରିବେ । USCIS କହିଛି କି, ‘‘ଆମର କାର୍ଯ୍ୟବଳ ତଥା ସମୁଦାୟର ରକ୍ଷା କରିବା ଏବଂ ବର୍ତ୍ତମାନ ସମୟରେ ଇମିଗ୍ରେସନ ସୁବିଧାକୁ ଅପେକ୍ଷା କରୁଥିବା ଲୋନଙ୍କୁ ସମସ୍ୟାରୁ ବାହାର କରିବା ପାଇଁ ଆମେ ଅନେକ ପଦକ୍ଷେପ ନେଉଛୁ ।

ABOUT THE AUTHOR

...view details