ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ରୀୟ ସୂଚନା ଆୟୋଗ(CIC)ର କାରଣ ଦର୍ଶାଅ ନୋଟିସ । ଏଚଡିଏଫସି ବ୍ୟାଙ୍କର ନିରୀକ୍ଷଣ ରିପୋର୍ଟ ପ୍ରଘଟ ସହ ଜଡିତ ମାମଲାରେ କେନ୍ଦ୍ରୀୟ ସୂଚନା ଆୟୋଗ ନିକଟରେ କାହିଁକି ଉପସ୍ଥିତ ନଥିଲେ ? ଏ ନେଇ ଜବାବ ମାଗିଛି CIC ।
ଆରବିଆଇକୁ CIC ର କାରଣ ଦର୍ଶାଅ ନୋଟିସ - CIC ର କାରଣ ଦର୍ଶାଓ ନୋଟିସ
ଭାରତୀୟ ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ରୀୟ ସୂଚନା ଆୟୋଗ(CIC)ର କାରଣ ଦର୍ଶାଅ ନୋଟିସ । ଏଚଡିଏଫସି ବ୍ୟାଙ୍କର ନିରୀକ୍ଷଣ ରିପୋର୍ଟ ପ୍ରଘଟ ସହ ଜଡିତ ମାମଲାରେ କେନ୍ଦ୍ରୀୟ ସୂଚନା ଆୟୋଗ ନିକଟରେ କାହିଁକି ଉପସ୍ଥିତ ନଥିଲେ ? ଏ ନେଇ ଜବାବ ମାଗିଛି CIC ।
ଆରବିଆଇକୁ CIC ର କାରଣ ଦର୍ଶାଓ ନୋଟିସ
ଆରବିଆଇର ବ୍ୟାଙ୍କିଙ୍ଗ ପର୍ଯ୍ୟବେକ୍ଷଣ ବିଭାଗର କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀଙ୍କୁ ଟ୍ରାନ୍ସପ୍ରେନ୍ସୀ ପ୍ରହରୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ମାମଲା ଚାଲିଥିବା ବେଳେ ତାଙ୍କର ଅନୁପସ୍ଥିତି ପାଇଁ କଣ ଦଣ୍ଡ ରହିବା ଦରକାର ? ସେ ନେଇ ଉତ୍ତର ଦିଅନ୍ତୁ..