ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ 2021-22 ବର୍ଷ ପାଇଁ ବଜେଟ ଆଗତ କରିଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଅର୍ଥମନ୍ତ୍ରୀ ବହିଖାତା ବଦଳରେ ଡିଜିଟାଲରେ ବଜେଟ ଉପସ୍ଥାପନ ହୋଇଛି ।
ବଜେଟ 2021-22: ବୀମା କ୍ଷେତ୍ରରେ FDI ବଢି ହେଲା 74 ପ୍ରତିଶତ - ବଜେଟ 2021 ଭାରତ
ବୀମା କ୍ଷେତ୍ରରେ ଏଫଡିଆଇ ବଢି 74 ପ୍ରତିଶତ ହୋଇଛି । ଅଧିକ ପଢନ୍ତୁ...
ବଜେଟ 2021-22
ବିନିବେଶରେ ବଜେଟର ମୁଖ୍ୟାଂଶ:
- ବୀମା କ୍ଷେତ୍ରରେ ଏଫଡିଆଇ 49 ପ୍ରତିଶତ ବଢି 74 ପ୍ରତିଶତରେ ପହଞ୍ଚିଛି
- ସୁନା ଅଦଳବଦଳର ଆରମ୍ଭ
- ସୌରଶକ୍ତି ନିଗମ ପାଇଁ 1000 କୋଟିର ବ୍ୟୟବରାଦ
- ସରକାରୀ ବ୍ୟାଙ୍କ ପାଇଁ 2000 କୋଟି ଟଙ୍କା ବ୍ୟୟବରାଦ
- ଏଆଇ ମେସିନ ଶିକ୍ଷାକୁ ପ୍ରୋତ୍ସାହନ ଦିଆଯିବ
- ବଢିବ ବିନିବେଶ
- ଆଇନରେ ଆସିବ ସଂଶୋଧନ
- ବୁଡିଥିବା ଋଣକୁ ନେଇ ହେବ ମ୍ୟାନେଜମେଣ୍ଟ କମ୍ପାନୀ
- ଆସନ୍ତା ବର୍ଷ ଅନେକ ପିଏସୟୁରୁ ହେବ ବିନିବେଶ