ଓଡିଶା

odisha

ETV Bharat / business

ଆଗାମୀ 50 ବର୍ଷ 5ଟି ବିମାନବନ୍ଦର ଉପରେ ଆଦାନୀର ରାଜ୍

5ଟି ବିମାନବନ୍ଦର ଉପରେ 50 ବର୍ଷ ରାଜ କରିବ ଏହି ଜଣାଶୁଣା କମ୍ପାନୀ । ଏହିସବୁ ବିମାନବନ୍ଦରର ପରିଚାଳନାର ଦାୟିତ୍ବଭାର ନେଇଛି ଆଦାନୀ ।

By

Published : Feb 27, 2019, 9:43 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଟ୍ବିଟର

ନୂଆଦିଲ୍ଲୀ: ବିଦ୍ୟୁତ ଓ ବନ୍ଦର ପରେ ବିମାନ ବନ୍ଦର ମଇଦାନକୁ ଓହ୍ରାଇଲା ଆଦାନି ଗ୍ରୁପ୍ । 5ଟି ବିମାନବନ୍ଦର ଉପରେ 50 ବର୍ଷ ରାଜ କରିବ ଏହି ଜଣାଶୁଣା କମ୍ପାନୀ । ଏହିସବୁ ବିମାନବନ୍ଦରର ପରିଚାଳନାର ଦାୟିତ୍ବଭାର ନେଇଛି ଆଦାନୀ ।

ସୂଚନା ମୁତାବକ, 6ଟି ବିମାନବନ୍ଦର ପରିଚାଳନା ପାଇଁ ସରକାରଙ୍କ ପକ୍ଷରୁ ନିଲାମ ଡକାଯାଇଥିଲା । ଏଥିମଧ୍ୟରୁ ଆଦାନୀ ଏକାକୀ 5ଟି ବିମାନ ବନ୍ଦର ବିଡର ବାଜି ମାରିନେଇଥିଲେ । ଏଥିମଧ୍ୟରେ ଅହମ୍ମଦାବାଦ, ଜୟପୁର, ମାଙ୍ଗାଲୋର, ଥିରୁଅନନ୍ତପୁରମ ଓ ଲକ୍ଷ୍ନୋ ବିମାନବନ୍ଦର ରହିଛି । 50 ବର୍ଷ ପାଇଁ ଏହି ବିମାନବନ୍ଦରର ପରିଚାଳନା ପାଇଁ ଟେଣ୍ଡର ନେଇଛି ଅଦାନୀ ।

ଏପରିକି ବିମାନବନ୍ଦର ପରିଚାଳନା କ୍ଷେତ୍ରରେ ନମ୍ବର ୱାନ ରହିଆସିଥିବା ଜିଏମାର ଗ୍ରୁପକୁ ମଧ୍ୟ ଆଦାନୀ ପଛରେ ପକାଇଦେଇଛି ।

For All Latest Updates

ABOUT THE AUTHOR

...view details