ଓଡିଶା

odisha

ETV Bharat / briefs

ବାଲୁକା କଳାରେ ଯୋଗ ଦିବସର ବାର୍ତ୍ତା ଦେଲେ ସୁଦର୍ଶନ - BEACH PURI

ଯୋଗ ଦ୍ୱାରା ଶରୀର, ମସ୍ତିଷ୍କ, ସୁସ୍ଥ ରହିବା ସହ ମନ ଶାନ୍ତ ରହିଥାଏ । ବିଶ୍ବବାସୀଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏହି ଦିବସ ୟୁନାଇଟେଡ଼ ନେସନ ପକ୍ଷରୁ ପାଳନ କରାଯାଉଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Jun 20, 2019, 9:27 PM IST

ପୁରୀ: ଆସନ୍ତାକାଲି ସାରା ବିଶ୍ବ ପାଳିବ ଆନ୍ତର୍ଜାତୀୟ ଯୋଗ ଦିବସ । ଏଥିପାଇଁ ସାରା ବିଶ୍ବରେ ଚାଲିଛି ଯୋରଦାର ପ୍ରସ୍ତୁତି । ଆଉ ପୁରୀ ବେଳାଭୂମିରେ ଯୋଗର ଉପକାରିତା ଓ ଯୋଗର ବିଭିନ୍ନ ମୁ୍ଦ୍ରାକୁ ବାଳୁକା କଳା ମାଧ୍ୟମରେ ଅତି ନିଖୁଣ ଭାବେ ଦର୍ଶାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହି ସମସ୍ତ ବାଳୁକା କଳାକୁ 20 ଟନ ବାଲିରେ ପ୍ରସ୍ତୁତ କରିଛନ୍ତି ସୁଦର୍ଶନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ


ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details