ଓଡିଶା

odisha

ETV Bharat / briefs

7 ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମମ୍ମୁଖରେ ବିକ୍ଷୋଭ

7 ଦଫା ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଗରିବଙ୍କୁ ଘରଡ଼ିହ ପଟ୍ଟା, ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସମେତ 7 ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ଶତାଧିକ ଆଦିବାସୀ ।

By

Published : Jun 30, 2019, 6:19 AM IST

ଫଟୋ ସୌଜନ୍ୟ :ସମ୍ବାଦଦାତା, ରାୟଗଡା

ରାୟଗଡା: 7 ଦଫା ଦାବି ନେଇ ଅଖିଳ ଭାରତୀୟ କ୍ଷେତ ମଜଦୂର ସଙ୍ଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।


ଗରିବଙ୍କୁ ଘରଡ଼ିହ ପଟ୍ଟା, ବୃଦ୍ଧଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ଜଙ୍ଗଲ ଜମି ପଟ୍ଟା ପ୍ରଦାନ ସମେତ 7 ଦଫା ଦାବି ସମ୍ମିଳିତ ଏକ ସ୍ମାରକପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି ଶତାଧିକ ଆଦିବାସୀ । ଏଥିରେ ସଙ୍ଗଠନର ସମ୍ପାଦକ ସୁବାଷ କୁଲେସିକା, ଗଜପତି ଚାଷୀ ମୁଲିଆ ସଙ୍ଗଠନ ସମ୍ପାଦକ କେଦାର ଶବର ପ୍ରମୁଖ ଉପସ୍ଥିତ ଥିଲେ । ତେବେ କୌଣସି ଅଶାନ୍ତି ସୃଷ୍ଟି ନହେବା ପାଇଁ ତହସିଲ କାର୍ଯ୍ୟାଳୟରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details